Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ବର୍ଷିଲେ ରାହୁଲ: କହିଲେ ଦ୍ଵିତୀୟ ଲହରି ପାଇଁ ପ୍ରଧାନମନ୍ତ୍ରୀ ଦାୟୀ
କଟକ / ଅଷ୍ଟିନ୍ ନ୍ୟୁଜ
ତା ୨୯-୦୫-୨୦୨୧
ମହାମାରୀ କୋଭିଡ ର କୁପରିଚାଳନା କୁ ନେଇ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି। ମହାମାରୀ କୁ ମୋଦୀ ବୁଝିନପାରିଲେ ନାହିଁ। ଦେଶ ରେ ଦେଖାଯାଉଥିବା!-->!-->!-->!-->!-->…
ଓଡ଼ିଶାରେ ଖସୁଛି କରୋନା ଗ୍ରାଫ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ରାଜ୍ୟରେ ଆଜି ବି ୧୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୦୨୬ ଚିହ୍ନଟ!-->!-->!-->!-->!-->…
ପୁଅ ଆଗରେ, ମାଆକୁ ବଳାତ୍କାର; ପୀଡିତାଙ୍କ ବୟାନ…..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଗର୍ଭବତୀ ପତ୍ନୀ ଓ ଦୁଇ ସନ୍ତାନ ଏବଂ ଶାଶୁଙ୍କୁ ଅପହରଣ କରାଯାଇଥିଲା । ଦଲିତ ବ୍ୟକ୍ତି ଗଛ କାଟିବାକୁ ମନା କରିବାରୁ ଚାରି ଦିନ ପର୍ଯ୍ୟନ୍ତ ତାଙ୍କୁ ନିର୍ଯାତନା!-->!-->!-->!-->!-->…
କେନ୍ଦ୍ର ସରକାର ଅଣ ମୁସଲମାନମାନଙ୍କୁ ଦେବେ ଭାରତର ନାଗରିକତ୍ୱ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
କେନ୍ଦ୍ର ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି । ଏଥିସହ ଗୁଜୁରାଟ, ରାଜସ୍ଥାନ, ଛତିଶଗଡ, ହରିୟାଣା ଏବଂ ପଞ୍ଜାବର ୧୩ ଟି!-->!-->!-->!-->!-->…
ବଢିଲା ଘରୋଇ ବିମାନ ସେବା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ!-->!-->!-->!-->!-->…
ଜୁନ ୧ରୁ ପାଠପଢା ଆରମ୍ଭ, ସରକାରଙ୍କ ନିଷ୍ପତ୍ତି।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ପାଠପଢ଼ା ଆରମ୍ଭ ହେବ। ୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।କରୋନା!-->!-->!-->!-->!-->…
ବ୍ରିଟେନରେ ଜନସନର ସିଙ୍ଗିଲ ସଟ୍ ଟିକାକୁ ମିଳାଲା ମଞ୍ଜୁରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୫-୨୦୨୧
ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକା!-->!-->!-->!-->!-->…
ଟିକା ନେଲେ ମିଳିବ ୭ କୋଟି ଟଙ୍କା ‘ଲଟେରୀ’ !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୫-୨୦୨୧
କରୋନାର ଭୟାବହତା ଜାଣିବା ପରେ ମଧ୍ୟ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ନିକଟରେ ଭାରତର ଉତ୍ତର ପ୍ରଦେଶରେ ଏକ ଡାକ୍ତରୀ ଦଳ ଟୀକାକରଣ ପାଇଁ ଏକ ଗାଁରେ ପହଞ୍ଚିବା!-->!-->!-->!-->!-->…
ଓଡ଼ିଶାକୁ ୫୦୦ କୋଟି !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୫-୨୦୨୧
ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳେ ବାତ୍ୟା ଯାସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ପାଇଁ ଅତିରିକ୍ତ ୫୦୦କୋଟି!-->!-->!-->!-->!-->…
ବିଭିନ୍ନ ରାଜ୍ୟର ୮୦୦ରୁ ଉର୍ଦ୍ଧ୍ବ କଏଦୀ କରୋନା ସଂକ୍ରମିତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୫-୨୦୨୧
ବିଭିନ୍ନ ଜେଲରେ ଥିବା ୮୦୦ ରୁ ଅଧିକ କଏଦୀ ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଛନ୍ତି ।ରାଜ୍ୟର ୩୩ଟି ଜେଲରେ ୮୧୬ ଜଣ କଏଦୀ କରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨୦ ଜଣ ସଂକ୍ରମଣରୁ!-->!-->!-->!-->!-->…
