Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ରାଜ୍ୟରେ ଗତ ୨୪ ଘଂଟାରେ ୬,୭୩୬ କରୋନା ପଜିଟିଭ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ରାଜ୍ୟରେ ହଠାତ୍ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଚିହ୍ନଣ ହୋଇଛନ୍ତି ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୨୭୭୪ ଜଣ। ସେହିପରି ରାଜ୍ୟରେ ଆଜି ୩୪!-->!-->!-->!-->!-->…
ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ, ଆଜି ୩୪ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା ମହାମାରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ!-->!-->!-->!-->!-->…
ବାତ୍ୟାର ଏରିଏଲ ଭ୍ୟୁ କରିବେ; ମୁଖ୍ୟମନ୍ତ୍ରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଦିନ ସାଢେ ୧୨ଟାରେ ଏରିଏଲ ଭ୍ୟୁ କରିବେ ବୋଲି ସୂଚନା ମିଳିଛି ।
ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ!-->!-->!-->!-->!-->!-->!-->…
ବୈଦେଶିକ ମନ୍ତ୍ରୀଙ୍କର ଶେଷ ହେବ ଆମେରିକା ଗସ୍ତ, ଟିକା ଉତ୍ପାଦନ ଉପରେ ଗୁରୁତ୍ବାରୋପ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୫-୨୦୨୧
ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ୱାଶିଂଟନ୍ ଡିସିରେ ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସମେତ ବିଡେନ ପ୍ରଶାସନର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
!-->!-->!-->!-->!-->!-->…
୯ ଜିଲ୍ଲା କୁ ରେଡ୍ ଓ୍ୱାର୍ନିଙ୍ଗ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୨୬-୦୫-୨୦୨୧
ରାଜ୍ୟର ୯ ଟି ଜିଲ୍ଲା କୁ ଜାରି କରାଗଲା ରେଡ୍ ଓ୍ୱାର୍ନିଙ୍ଗ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, ଯାଜପୁର, ଜଗତସିଂହପୁର, କଟକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ୱାର୍ନିଙ୍ଗ।
ଅଷ୍ଟିନ୍ ନ୍ୟୁଜ୍ ରେ!-->!-->!-->!-->!-->!-->!-->…
ସୁନେଇ ଡ୍ୟାମ୍ ରେ ଖୋଲିଲା ଗେଟ
କଟକ / ଅଷ୍ଟିନ୍ ନ୍ୟୁଜ
ତା-୨୬-୦୫-୨୦୨୧
ବାତ୍ୟା ୟାସ୍ କରାଳ ପ୍ରକୋପ ଦେଖାଇବା ପରେ ଖୋଲା ହେଲା ସୁନେଇ ଡ୍ୟାମ୍ ର ଗୋଟେ ଗେଟ। ଶିମିଳିପାଳ ରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ବଢ଼ିଥିବା ଜଳ ନିଷ୍କାସନ କରିବା ପାଇଁ ଗୋଟିଏ ଗେଟ୍ କୁ ଖୋଲା ଯାଇଛି।
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ!-->!-->!-->!-->!-->!-->!-->…
ବୁଦ୍ଧ ଜୟନ୍ତୀ ପାଳିତ।
ଅଷ୍ଟିନ ନ୍ୟୁଜ୍/ଉଦୟଗିରି
୨୬-୦୫-୨୦୨୧
ମହାମାରୀ କଟକଣା ଓ ବାତ୍ୟା ବାତା ବରଣ ଭିତରେ ମଧ୍ୟ ଭଗବାନ ତଥାଗତ ବୁଦ୍ଧଙ୍କ ଜୟନ୍ତୀ ଉଦୟଗିରି ବୁଦ୍ଧଦେବ କଲେଜ ପରିସର ରେ ପାଳିତ ହୋଇ ଯାଇଛି।
ଆଜି ଅପରାହ୍ନ ୨.୩୦ ଘଟିକାରେ ଉଦୟଗିରି- ରତ୍ନଗିରି ଉନ୍ନୟନ ଓ ସାଂସ୍କୃତିକ!-->!-->!-->!-->!-->!-->!-->…
ଟଳିଲା ବିପଦ, ହେଲେ ବଳିପଡିଲା ଦୁର୍ଦଶା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
ରାଜ୍ୟର କେନ୍ଦ୍ରାପଡା ସମେତ ଉପକୂଳ ଚାରି ଜିଲ୍ଲା ବିଶେଷ କ୍ଷୟ ଖେତିହେବା ନେଇ ସତର୍କ ସୂଚନା ରହିଥିଲା l ମାତ୍ର 26 ତାରିଖ ଦିନ,ୟାସ,ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଗତିପଥ ବଦଳାଇ ରୁ କେନ୍ଦ୍ରାପଡା ବାସି ଆଶ୍ୱସ୍ତି ଅନୁଭବ କରିଛନ୍ତି l!-->!-->!-->!-->!-->…
ପ୍ରଶାସକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନବୀନଙ୍କ ଧନ୍ଯବାଦ।
ବାତ୍ଯା ପ୍ରଭାବିତ ଲୋକଙ୍କୁ ସାତଦିନ ପର୍ଯ୍ୟନ୍ତ ରିଲିଫ;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୬-୦୫-୨୦୨୧
ୟସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି।
ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ!-->!-->!-->!-->!-->!-->!-->!-->!-->…
ୟସ ପରେ ଚାଲିଛି କ୍ଷୟକ୍ଷତି ଆକଳନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୫-୨୦୨୧
ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା "ୟାସ୍ "। ଯାହା ଫଳରେ ଘର ଓ ଗଛ ଉପରେ ଚଢ଼ି ଭାଙ୍ଗି ଯାଇଥିବା ଅଂଶକୁ ହଟାଉଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ।
ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍,!-->!-->!-->!-->!-->!-->!-->!-->!-->…
