News portal website
before header
[URIS id=5393]

ବର୍ଷିଲେ ରାହୁଲ: କହିଲେ ଦ୍ଵିତୀୟ ଲହରି ପାଇଁ ପ୍ରଧାନମନ୍ତ୍ରୀ ଦାୟୀ

0 179

କଟକ / ଅଷ୍ଟିନ୍ ନ୍ୟୁଜ

Notice


ତା ୨୯-୦୫-୨୦୨୧


ମହାମାରୀ କୋଭିଡ ର କୁପରିଚାଳନା କୁ ନେଇ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି। ମହାମାରୀ କୁ ମୋଦୀ ବୁଝିନପାରିଲେ ନାହିଁ। ଦେଶ ରେ ଦେଖାଯାଉଥିବା କରୋନା ମୃତ୍ୟୁ ହାର ସମ୍ପୂର୍ଣ୍ଣ ମିଛ ଏବଂ ଦ୍ଵିତୀୟ ଲହରି ପାଇଁ ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଦାୟୀ। ଏହା ରାଜନୀତି କରିବାର ସମୟ ଉଠେ, ବରଂ ଜୀବନ ବନ ବଞ୍ଚାଇବାର ସମୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ ଆହୁରି ମଧ୍ଯ କରିଛନ୍ତି ଯେ କେନ୍ଦ୍ର ସରକାର ଏହି ମହାମାରୀ କୁ ଖାମ୍ଖିଆଲି ଭାବେ ନେଇଛନ୍ତି। ରୋଗ କୁ ଯେତେ ବେଶି ସମୟ ମିଳିବ ଏହାର ଭୟାବହ ସେତେ ଭୟଙ୍କର ହେବ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସେହିଭଲି ଟିକାକରଣ ପ୍ରସଙ୍ଗ ରେ ସେ ସିଧା ସଳଖ ଭାବରେ କେନ୍ଦ୍ର କୁ ଟାର୍ଗେଟ କରିଛନ୍ତି। ଲକ୍ ଡାଉନ୍ ଓ ସଟ୍ ଡାଉନ୍ ମହାମାରୀ ବିପକ୍ଷରେ କ୍ଷଣିକ ଆଶ୍ୱସ୍ତି ଦେଇପାରେ, କିନ୍ତୁ ଭାକସିନ୍ ହିଁ ହେଉଛି କରୋନା କୁ ମୁକାବଲା କରିବାର ଏକମାତ୍ର ବାଟ। କେନ୍ଦ୍ର କୁ ସମାଲୋଚନା କରି ସେ କହିଛନ୍ତି ଯେ ବର୍ତ୍ତମାନ୍ ସୁଦ୍ଧା ଦେଶର କେବଳ ୩% ଜନତା ଙ୍କୁ ଟିକା ମିଳିପାରିଛି, କାରଣ ଟିକା କୁ ନେଇ ବ୍ୟବସାୟ କରାଯାଉଛି। ବର୍ତ୍ତମାନ୍ ର ଧିମା ଗତିରେ ଟିକା କରଣ ଚାଲିଲେ ୨୦୨୪ ମସିହା ମେ’ ମାସ ବେଳକୁ ସମଗ୍ର ଦେଶବାସୀଙ୍କୁ ଟିକା ଦେଇପାରିବା। ସତ୍ୟ ତଥ୍ୟ କୁ ଲୁଚାଇ ଏବଂ ଚାପି ରଖୁଥିବା ରୁ, ସରକାରଙ୍କୁ, ତୀବ୍ର ନିନ୍ଦା କରିଛନ୍ତି ରାହୁଲ। ଏନେଇ ସେ ଆହୁରି କହିଛନ୍ତି ଯେ ସରକାରଙ୍କ ଚିନ୍ତାଧାରା ହେଉଛି ତଥ୍ୟ ଚପାଇଦେବା। ଏହା ହିଁ ହେଉଛି ଆର୍. ଏସ୍. ଏସ୍ ର ପ୍ରମୁଖ ଚିନ୍ତାଧାରା। ବର୍ତ୍ତମାନ୍ ସରକାର ସତ ଲୁଚେଇବା ପାଇଁ ଓ ଦେଶ ବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ଟ୍ୱିଟର, ଫେସବୁକ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଉପରେ ଚାପ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି, ରାହୁଲ ଗାନ୍ଧୀ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.