News portal website
before header
[URIS id=5393]

ବିଭିନ୍ନ ରାଜ୍ୟର ୮୦୦ରୁ ଉର୍ଦ୍ଧ୍ବ କଏଦୀ କରୋନା ସଂକ୍ରମିତ

0 173

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୮-୦୫-୨୦୨୧

ବିଭିନ୍ନ ଜେଲରେ ଥିବା ୮୦୦ ରୁ ଅଧିକ କଏଦୀ ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଛନ୍ତି ।ରାଜ୍ୟର ୩୩ଟି ଜେଲରେ ୮୧୬ ଜଣ କଏଦୀ କରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨୦ ଜଣ ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି ବୋଲି ଜେଲ ବିଭାଗ ଜଣାଇଛି ।ତେବେ ୫୪ଟି ଜେଲରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । କରୋନା ସମୟରେ ଜେଲରେ ଥିବା କଏଦୀଙ୍କ ସଂଖ୍ୟାକୁ କମ୍ କରିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଖବର ଅନୁଯାୟୀ, ୨୦୨୧ମେ ମାସ ସୁଦ୍ଧା ଜରପଡା ସ୍ପେଶାଲ ଜେଲ ସମେତ ମୋଟ ୨୦,୧୫୦ କଏଦୀଙ୍କୁ ୮୭ ଜେଲରେ ରଖାଯାଇଥିଲା, ଯାହା କ୍ଷମତାଠାରୁ ଅଧିକ ଥିଲା। ମେ ୨୬ ସୁଦ୍ଧା ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିଷ୍ପତ୍ତି ଅନୁଯାୟୀ ବହୁ କଏଦୀ ପାରୋଲରେ ମୁକ୍ତ ହେବା ପରେ ଏହି ସଂଖ୍ୟା ୧୮,୫୮୦କୁ ହ୍ରାସ ପାଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.