Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ମୋଦିଙ୍କ ମନ କି ବାତ ରେ ୟସ ଓ କରୋନା।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ମନ୍ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତ ସବୁଠାରୁ ବଡ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରୁଛି । ସେ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ସମୟରେ ଦେଶବାସୀଙ୍କୁ!-->!-->!-->!-->!-->…
ସୌରଝଡ ପ୍ରଭାବରେ ମୋବାଇଲ ନେଟୱର୍କ ପ୍ରଭାବିତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
କରୋନା ଭାଇରସ୍ ସହ ଲଢୁଛି ବିଶ୍ୱ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏଭଳି ସମୟରେ ବିଶ୍ୱ ପାଇଁ ପୁଣି ଏକ ବିପଦ ମାଡ଼ି ଆସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ତେବେ ଏ ଭୟ କୌଣସି ନୂଆ ଭାଇରସର ନୁହେଁ, ତାଣ୍ଡବ!-->!-->!-->!-->!-->…
ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ କରୋନାରେ ଦେହାନ୍ତ ..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର
ତା-୩୦-୦୫-୨୦୨୧
ମହାରଥୀ ପରିବାରକୁ ଆଉ ଏକ ଦୁଃଖର ବାଦଲ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ । ୬୪ବର୍ଷ ବୟସରେ ପ୍ରଣୟଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ!-->!-->!-->!-->!-->…
ବିବାହ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ….
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
ବିବାହ କଲେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ । ଗତକାଲି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରାଲର ଏକ ଗୁପ୍ତ ସମାରୋହରେ ବିବାହ କରିଛନ୍ତି । କରୋନା କଟକଣା ଯୋଗୁଁ ବୋରିସ୍ ମାତ୍ର ୩୦ ଜଣ!-->!-->!-->!-->!-->…
ସପ୍ତାହାନ୍ତ ସଟଡାଉନ ଜାରି..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନ । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ୍ ସହ ସଟଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ସଟଡାଉନ୍ ପ୍ରଭାବରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ରହିଛି ଦୋକାନ!-->!-->!-->!-->!-->…
ନରେନ୍ଦ୍ର ମୋଦି ୨.୦ ସରକାରଙ୍କ ଦ୍ୱିତୀୟ ବାର୍ଷିକୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ୭ ବର୍ଷ ପୂରଣ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୨ ବର୍ଷ ଆଜି ଅର୍ଥାତ୍ ମେ ୩୦ ରେ ସମାପ୍ତ!-->!-->!-->!-->!-->…
ଦୁଇ ଦିନ ପରେ ପୁଣି ବଢିଲା କରୋନା ସଂକ୍ରମଣ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
ପୁଣି କରୋନା ସଂକ୍ରମଣ ବଢୁଥିବା ଜଣାପଡିଛି ଗତକାଲି ସଂକ୍ରମଣ କମ୍ ରହିଥିବାବେଳେ ଆଜି ପୁଣି ଦଶହଜାର ମୁହାଁ ରହିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଂଟାରେ ୯,୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ!-->!-->!-->!-->!-->…
ଜୁନ ୧ରୁ ବଢ଼ିବ ବିମାନ ଭଡ଼ା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ଜୁନ୍ ପହିଲାରୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା । ବିମାନ ଭଡ଼ାକୁ ୧୩ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କରୋନା ସଙ୍କଟ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଆନୁମାନିକ ଭାବେ ପାଞ୍ଚ ବିଲିୟନ ଡଲାର କ୍ଷତି ହୋଇଛି!-->!-->!-->!-->!-->…
ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ପୁତ୍ର କରୋନାରେ ଦେହାନ୍ତ।
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୨୯-୦୫-୨୦୨୧
କରୋନା ମହାମାରୀ ଏବେ କେତେବେଳେ କାହାର ଜୀବନ ନେଉଛି,ତାହା ଅନିଶ୍ଚିତତା,ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ବିଚିତ୍ରାନନ୍ଦ ମହାପାତ୍ରଙ୍କ ପୁତ୍ର ପ୍ରିୟରଞ୍ଜନ ମହାପାତ୍ରଙ୍କ ଆଜି!-->!-->!-->!-->!-->…
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଷ୍ପତି ୧୦ କୋଟି ଟଙ୍କାର ଜୋରିମାନା ଦେବ HDFC ବ୍ୟାଙ୍କ୍ ,କାହିଁକି ଜାଣନ୍ତୁ ?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର, ମେ ୨୮ ରେ, HDFC ବ୍ୟାଙ୍କ ଲିମିଟେଡ୍ ଉପରେ ଧାରା ୧୦ (୨) ଏବଂ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ (ଆକ୍ଟ) ର ଧାରା ୮ ର ଉଲ୍ଲଂଘନ ପାଇଁ ୧୦ କୋଟି ଟଙ୍କା!-->!-->!-->!-->!-->…
