News portal website
before header

ଆଜି ସନ୍ଧ୍ଯା ପାଞ୍ଚରେ କାଳିଆ ଯୋଜନା ପଇସା ମିଳିବ।

ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଅଧିନରେ ତାଲିକାଭୁକ୍ତ ଥିବା କୃଷକମାନଙ୍କୁ ଆସନ୍ତା କାଲି ଅର୍ଥାତ ୧୪/୦୫/୨୦୨୧ ଦିନ ସନ୍ଧ୍ୟା ୫ଟାରେ ସହାୟତା ରାଶି ପ୍ରଦାନ କରିବେ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର …

ଇଦ ମୁବାରକ

କଟକ / ଅଷ୍ଟିନ୍ ନ୍ୟୁଜ ତା-୧୩-୦୫-୨୦୨୧ ଆଜି ହେଉଛି ପବିତ୍ର ଇଦ୍-ଉଲ୍-ଫିଟର। ସାରା ପୃଥିବୀ କରୋନା ମହାମାରୀ ଦ୍ବାରା ଅସ୍ତବ୍ୟସ୍ତ ହେଉଥିବାବେଳେ, ଆମ ମୁସଲମାନ ଭାଇ ଓ ଭଉଣୀ ମାନେ ସମଗ୍ର ପୃଥିବୀ କୁ ଏହି ମହାମାରୀ ଠାରୁ ଏହାର କରିବା ପାଇଁ ଆଲ୍ଲହା ଙ୍କ ନିକଟରେ ପ୍ରାର୍ଥନା…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି । ଘୁଞ୍ଚିଲା (UPSC) ପରୀକ୍ଷା ।

କରୋନା ମହାମାରୀ ସାରା ବିଶ୍ବକୁ ଡରାଉଥିଲା ବେଳେ । ଭାରତରେ ମଧ୍ୟ ଏହାର ପ୍ରକୋପ ଖୁବ ଅଧିକ ରହିଥିବାର ଦେଖିବାକୁ ମିଳିଛି । ସବୁ ରାଜ୍ୟରେ ବଢୁଥିବା ସଂକ୍ରମଣ ଦେଖି । ସରକାର ସ୍କୁଲ କଲେଜ ବନ୍ଦ କରିଥିବା ବେଳେ । କେତେକ ପରୀକ୍ଷା କୁ ବାତିଲ ମଧ୍ୟ କରିଛନ୍ତି ଏହାରି ଭିତରେ ଆଉ ଗୋଟେ କଥା…

ବଦଳିଲେ ୩ ଜେଲ ସୁପରିଟେଣ୍ଡେଣ୍ଟ!

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୩-୦୫-୨୦୨୧ କରୋନାକୁ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କରୋନା ମୁକାବିଲା ଭିତରେ ରାଜ୍ୟ ସରକାର ବିଭିନ୍ନ ପଦାଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି ।ଗତକାଲି ଆଇଏଏସସ୍ତରରେ ଅଦଳବଦଳ…

ଇସ୍ରାଏଲ ଓ ଗାଜାମଧ୍ୟରେ ରକେଟ ଆକ୍ରମଣ ଜାରି, ଦୁଇ ଦେଶରେ ୭୨ ନାଗରିକ ମୃତ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୩-୦୫-୨୦୨୧ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଥିବା ଗଣ୍ଡଗୋଳ ବହୁ ପୁରୁଣା । କିନ୍ତୁ ଗତ ସପ୍ତାହରେ ପାଲେଷ୍ଟାଇନ୍ ସଂଗଠନ ହମାସ ଏବଂ ଜେରୁସେଲମ ମଧ୍ୟରେ ହୋଇଥିବା ହିଂସା ସମଗ୍ର ବିଶ୍ୱକୁ ଚକିତ କରିପକାଇଛି । ଉଭୟ ଦେଶ…

୨୦୦୦ ରୁ ଅଧିକ ‘ବ୍ଲାକ୍ ଫଙ୍ଗସ୍’ ରୋଗୀ ଚିହ୍ନଟ

କଟକ /ଅଷ୍ଟିନ୍ ନ୍ୟୁଜ ୧୩-୦୫-୨୦୨୧ ସାରା ଭାରତ ରେ ବଢୁଥିବା ସଂକ୍ରମଣ ଓ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ୍ ଅସ୍ତବ୍ୟସ୍ତ କରାଉଥିବା ବେଳେ ଏବେ ଭିନ୍ନ ଭିନ୍ନ ରାଜ୍ୟରେ ଚିହ୍ନଟ ହେଉଥିବା 'ବ୍ଲାକ୍ ଫଙ୍ଗସ୍' ଏବେ ଚିକିତ୍ସାବିଜ୍ଞାନ ପାଇଁ ଏକ ମୁଣ୍ଡ ବିନ୍ଧା ପାଲଟିଲାଣି। …

ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଗ୍ରାଫ୍ :୨୪ ଘଣ୍ଟାରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ,

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୪୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…

କୂଅରୁ ଗୁରୁତର ଅବସ୍ଥାରେ ୨୨ ବର୍ଷର ଯୁବକ ଉଦ୍ଧାର ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୫-୨୦୨୧ ବେଲଗୁଣ୍ଠା ଥାନା ଅନ୍ତର୍ଗତ ମାଟିଆସାହି ଗ୍ରାମରେ ଜଣେ 22 ବର୍ଷିଆ ଯୁବକ ସଞ୍ଜୟ ପ୍ରଧାନ ଗାଁ ବାଡିପଟ ଏକ ପଥର କୂଅରେ ଗଳି ପଡିଥିବା ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପଂହଂଚି ଯୁବକକୁ ଉଦ୍ଧାର କରିଥିଲେ । …

ମାଓବାଦୀଙ୍କୁ ମାଗଣାରେ ହେବ ଚିକିତ୍ସା;ସୂଚନା ଦେଲା ଛତିଶଗଡ ଜିଲ୍ଲା ପ୍ରଶାସନ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୨-୦୫-୨୦୨୧ କରୋନା ମହାମାରୀ ସାରା ବିଶ୍ୱକୁ ଡରୁଥିଲାବେଳେ l ଭାରତରେ ମଧ୍ୟ୍ୟ ଏହାର ପ୍ରକୋପ ଖୁବ ଅଧିକ ଦେଖିବାକୁ ମିଳିଛି l ଏହାଶହ କରୋନା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ପ୍ରାଣ ହରାଉଛନ୍ତି l ଏହାରି ଭିତରେ ଆଉ ଏକ ଖବର ସାମ୍ନା କୁ…

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଭାଇରସ ନେଲାଣି ୪୪ ଜୀବନ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୫-୨୦୨୧ ମହାମାରୀ କରୋନାର ଦ୍ୱିତୀୟ ଲହର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ)ରେ ହଇଚଇ ସୃଷ୍ଟି କରିଛି। ମହାମାରୀରେ ଆକ୍ରାନ୍ତ ହୋଇ ବିଶ୍ୱବିଦ୍ୟାଳୟର ୪୪ ଜଣ ସଦସ୍ୟ ପ୍ରାଣ ହରାଇ ସାରିଲେଣି। ମୃତକଙ୍କ ମଧ୍ୟରେ ୧୯ ଜଣ…