Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ଜେଲ ଭିତରେ ସମୁଦି ଜ୍ବାଇଁ ଭେଟ
ଭୁବନେଶ୍ବର:
ତା-୬-୧୨-୨୦୨୦
ଝାରପଡା ଜେଲ୍ ଭିତରେ ସାମ୍ନାସାମ୍ନି ହେଲେ ଭାବୀ ସମୁଦି ଓ ଜ୍ୱାଇଁ। ଖାଇବା ନେବା ବେଳେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କର ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ଦେଖି କେମତି ଅଛ ବୋଲି ପଚାରି ହସିଥିଲେ।ଭାବୀ ଜ୍ୱାଇଁ ଆକାଶଙ୍କ ସହ!-->!-->!-->!-->!-->…
ଆଜି ବି ବିଫଳ ହେଲା ଚାଷୀ ଓ ସରକାର ବୈଠକ
ନୂଆଦିଲ୍ଲୀ:
ତା-୫-୧୨-୨୦୨୦
ଆଜି କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଏକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଶନିବାର ଅନୁଷ୍ଠିତ ବୈଠକରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ କୃଷକମାନେ ସେମାନଙ୍କ ଦାବି ଉପରେ ଜିଦ୍ ଧରିଥିଲେ। ପ୍ରାୟ 6 ଘଣ୍ଟା ଧରି!-->!-->!-->!-->!-->!-->!-->…
ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ
ସମ୍ବଲପୁର:
ତା-୫-୧୨-୨୦୨୦
ଆଜିଠାରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ ସଂଗଠନ। ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଡାକରାରେ ବିଭିନ୍ନ ଜିଲାରେ ଆଜି ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କରିଛନ୍ତି ଚାଷୀ ସଂଗଠନ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ!-->!-->!-->!-->!-->…
ପରୀ ହତ୍ୟା ମାମଲା : ବିରୋଧୀଙ୍କୁ ଟାର୍ଗେଟ କଲା ବିଜେଡି
ଭୁବନେଶ୍ବର:
ତା-୫-୧୨-୨୦୨୦
ପରୀ ହତ୍ୟା ଘଟଣାରେ ବିରୋଧୀ କଂଗ୍ରେସ ଓ BJP ଟିମ୍ର ନୟାଗଡ଼ ଗସ୍ତ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ପରୀ ହତ୍ୟାକୁ ଖିଅ କରି ରାଜନୀତି ନ କରନ୍ତୁ ବିରୋଧୀ । ପରୀ କିପରି ନ୍ୟାୟ ପାଇବ ରାଜ୍ୟ ସରକାର!-->!-->!-->!-->!-->!-->!-->…
ପରୀ ହତ୍ୟା ମାମଲା: ବାବୁଲି ନାଏକକୁ ଜେରା କଲା SIT
ଭୁବନେଶ୍ବର:
ତା-୫-୧୨-୨୦୨୦
ନୟାଗଡ଼ର ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବୋଲି କୁହାଯାଉଥିବା ବାବୁଲି ନାୟକକୁ SIT ମାରାଥନ ଜେରା କରିଛି। ଗତକାଲି SIT ଟିମ୍ ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରି ଜେରା କରିଥିଲା । ଏପଟେ ଆଜି ପୁଣି ଥରେ ବାବୁଲି ଓ!-->!-->!-->!-->!-->…
ଖୋଲୁଛି ପାଠକଙ୍କ ଦୁର୍ନୀତି ପେଡି : ରାଜ୍ୟ ବାହାରେ ବି ଠକୁଥିଲେ ଆକାଶ
ଭୁବନେଶ୍ବର:
ତା-୫-୧୨-୨୦୨୦
ଓଡ଼ିଶା ଇତିହାସର ସବୁଠୁ ବଡ଼ ରେଡରେ ଧରାପଡିଥିବା ଆଇଏଫ୍ଏସ୍ ଅଭୟ ପାଠକ ଓ ଆକାଶ ପାଠକଙ୍କ ନାଁରେ ଗୋଟିଏ ପରେ ଗୋଟିଏ କଳା କାରନାମାର ଫର୍ଦ ଖୋଲୁଛି। କେବଳ ଓଡିଶାରେ ନୁହେଁ ଅନ୍ୟ ରାଜ୍ୟରେ ବି ଲୋକମାନଙ୍କୁ ଠକିଛନ୍ତି ଆକାଶ ପାଠକ । ଆକାଶ ପାଠକଙ୍କ!-->!-->!-->!-->!-->…
ଶରୀର ଦାନ କଲେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ;ସୀତାକାନ୍ତ ମହାପାତ୍ର।
https://youtu.be/QDdtb2KplTc
ଅପରାଜିତାଙ୍କୁ ମିଳିଲା ଗୁରୁ ଦାୟିତ୍ଵ
ଭୁବନେଶ୍ବର:
ତା-୪-୧୨-୨୦୨୦
ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପିର ନୂଆ ଦାୟିତ୍ବ ଦେଇଛି ଦଳ।ଓଡ଼ିଶା, ଆଣ୍ଡାମାନ-ନିକୋବର ଓ ପଣ୍ଡିଚେରୀର ମିଡିଆ ପ୍ରଭାରୀ ଦାୟିତ୍ବ ଅପରାଜିତାଙ୍କୁ ମିଳିଛି। ପୂର୍ବରୁ ଦଳ ତାଙ୍କୁ ବିଜେପିର!-->!-->!-->!-->!-->…
ରାଜ୍ୟର ସବୁ କଲେଜ ଲ୍ୟାବ୍ ଖୋଲିବାକୁ ମିଳିଲା ଅନୁମତି
ଭୁବନେଶ୍ବର:
ତା-୪-୧୨-୨୦୨୦
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବ୍ ଗୁଡ଼ିକ ଖୋଲିବା ପାଇଁ ମିଳିଲା ଅନୁମତି ।ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ପିଏଚଡି,!-->!-->!-->!-->!-->!-->!-->…
