News portal website
before header
[URIS id=5393]

ରାଜ୍ୟର ସବୁ କଲେଜ ଲ୍ୟାବ୍ ଖୋଲିବାକୁ ମିଳିଲା ଅନୁମତି

0 133

Notice

ଭୁବନେଶ୍ବର:

ତା-୪-୧୨-୨୦୨୦

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବ୍ ଗୁଡ଼ିକ ଖୋଲିବା ପାଇଁ ମିଳିଲା ଅନୁମତି ।ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ପିଏଚଡି, ଏମଫିଲ୍ , ଟେକ୍ନୋଲୋଜି ଓ ପିଜି ଛାତ୍ରଛାତ୍ରୀ(ବିଜ୍ଞାନ)ମାନଙ୍କ ପ୍ରାକ୍ଟିକାଲ ନିମନ୍ତେ ପାଇଁ ଲ୍ୟାବ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବେ। ଏହି ନିର୍ଦ୍ଦେଶ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର କହିଛନ୍ତି।

Leave A Reply

Your email address will not be published.