Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଓଡ଼ଗାଁରେ ବନ୍ୟା ପରିସ୍ଥିତି
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନୟାଗଡ଼ ଓଡ଼ଗାଁ ବ୍ଲକର ଗୋଡିପଲ୍ଲୀ ରାସ୍ତା ଉପରେ ୩ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଅଛି। କୁସୁମୀ ନଦୀରେ ବନ୍ୟା ଜଳ ଆସି କୁରାଳ ଗୋଡିପଲ୍ଲୀ ରାସ୍ତା ଉପରେ ବନ୍ୟା ଜଳ ।ବନ୍ୟା ସ୍ଥିତି ଯୋଗୁଁ ୨୦ଟି!-->…
ସିଙ୍ଗାପୁର ଓପନ ଜିତି ଇତିହାସ ରଚିଲେ ପିଭି ସିନ୍ଧୁ
ଇତିହାସ ରଚିଲେ ପିଭି ସିନ୍ଧୁ। ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତି ସେ ଇତିହାସ ରଚିଛନ୍ତି । ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନ୍ର ଷ୍ଟାର୍ ଖେଳାଳି ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ହରାଇଛନ୍ତି। ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ!-->…
ମୋଟୁରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ବର୍ତ୍ତମାନ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଛି। ପୋଲାଭରମ ବା ଗୋଦାବରୀ ନଈର ପଛୁଆ ପାଣି ଯୋଗୁ ମାଲକାନଗିରି ମୋଟୁ ଅଞ୍ଚଳରେ ଲାଗି ରହିଥିବା ବନ୍ୟା!-->…
ଲଗାଣ ବର୍ଷାରେ ଫୁଲବାଣୀ ଜଳାର୍ଣ୍ଣବ
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ତେବେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଫୁଲବାଣୀ ସହରର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ସାଲୁଙ୍କି ନଦୀ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସେହିପରି ପ୍ରକୃତି ବିହାର ଓ ମୁଖ୍ୟବଜାର!-->…
ସ୍ବିଗି ଡେଲିଭରି ବ୍ଏର ସନ୍ଦେହଜନକ ମୃତ୍ୟୁ
ସ୍ୱିଗି ଡେଲିଭରି ବୟର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ସିଡିଏ ଅଞ୍ଚଳ। ଫେଜ୍-୨ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
ନିଯୁକ୍ତି କ୍ଷେତ୍ରରେ ଅଣଓଡ଼ିଆଙ୍କୁ ପ୍ରାଧାନ୍ୟ ମହଙ୍ଗା ପଡିଲା ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ ସିଇଓ
ବହୁ ବାଦବିବାଦ ପରେ ଚାକିରିରୁ ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲର କାର୍ଯ୍ୟ ନିର୍ବାହୀ ଅଧିକାରୀ । ଗତ କିଛିଦିନ ତଳେ ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଅଣଓଡ଼ିଆଙ୍କୁ ଓପିଡି ମ୍ୟାନେଜରରେ ଭାବେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଥିଲେ । ଏହାକୁ ନେଇ ବହୁ ବୁଦ୍ଧିଜୀବୀ ଓ ସଚେତକ ନାଗରିକ!-->…
ମଣିପୁରରେ ଭୂକମ୍ପ
ଗତକାଲି ବିଳମ୍ବିତ ରାତ୍ରିରେ ମଣିପୁର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଶନିବାର ରାତି ୧୧.୪୨ ସମୟରେ ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଜାତୀୟ ଭୂକମ୍ପ ବିଜ୍ଞାନ!-->…
୧୯ରେ ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ବର : ଜୁଲାଇ ୧୯ ତାରିଖ ପୂର୍ବାହ୍ନ ୧୦ଟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ବୈଠକ ବସିବା ନେଇ ସୂଚନା ମିଳିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ!-->…
ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ
ବାଂଲାଦେଶରେ ଫେସବୁକ ପୋଷ୍ଟରୁ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତେବେ ବାଂଲାଦେଶରେ କ୍ରମାଗତ ଭାବେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ ଲୋହାଗରାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଘର ଜାଳିଦେଲେ ଉତ୍ତେଜନାକାରୀ। ବାଂଲାଦେଶରେ ଲଗାତାର ହିନ୍ଦୁଙ୍କ ଉପରେ ହେଉଛି!-->…
ସୋସିଆଲ ମିଡ଼ିଆରେ ବୁଲୁଛି ଫେକ୍ ଗାଇଡଲାଇନ୍
ସୋସିଆଲ ମିଡିଆରେ ବୁଲୁଛି ଫେକ୍ ଗାଇଡଲାଇନ। ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଏସ୍ଆରସିଙ୍କ ପକ୍ଷରୁ କୌଣସି କୋଭିଡ୍ ସର୍କୁଲାର ଜାରି ହୋଇନାହିଁ । କିନ୍ତୁ ସୋସିଆଲ ମିଡ଼ିଆରେ ଫେକ୍ ଗାଇଡଲାଇନ୍ ଘୂରି ବୁଲୁଥିବା ନଜରକୁ ଆସିବା ପରେ ଏସ୍ଆରସିଙ୍କ ପକ୍ଷରୁ ଟ୍ବିଟ୍ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି।!-->…
