News portal website
before header
[URIS id=5393]

ଲଗାଣ ବର୍ଷାରେ ଫୁଲବାଣୀ ଜଳାର୍ଣ୍ଣବ

0 145

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ତେବେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଫୁଲବାଣୀ ସହରର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ସାଲୁଙ୍କି ନଦୀ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସେହିପରି ପ୍ରକୃତି ବିହାର ଓ ମୁଖ୍ୟବଜାର ମ୍ୟୁନିସିପାଲଟି ରାସ୍ତାରେ ଆଣ୍ଠୁଏ ପାଣି । ନାରାୟଣୀ ମନ୍ଦିର ପାଖ ଶିଶୁପାର୍କର ପାଚେରୀ ଭାଙ୍ଗିଥିବା ସୂଚନା ମିଳିଛି। 

Leave A Reply

Your email address will not be published.