Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
ଲଗାତାର କମୁଛି ସଂକ୍ରମଣ, ସତର୍କ ରହିବା ଜରୁରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ କରୋନା ପଜିଟିଭ୍!-->!-->!-->!-->!-->…
କେନ୍ଦ୍ରର ଟ୍ଵିଟରକୁ ଶେଷ ଚେତାବନୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
କେନ୍ଦ୍ରସରକାର ଙ୍କ ଟ୍ଵିଟର କମ୍ପାନିକୁ ଏବେ ଶେଷ ଚେତାବନୀ । ଦୀର୍ଘ ଦିନ ହେବ ସୋସିଆଲ୍ ମିଡିଆର ପ୍ରମୁଖ ଟ୍ଵିଟର କମ୍ପାନି ସହ ଲାଗିରହିଥିବା ବିବାଦ ଉଗ୍ର ରୂପ ନେଇଛି ।
ସରକାର ଶନିବାର ଟ୍ଵିଟରକୁ ନୋଟିସ ଜାରି କରି ତୁରନ୍ତ!-->!-->!-->!-->!-->!-->!-->…
ଛାତ୍ରଛାତ୍ରୀଙ୍କୁ ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯିବ । ଅନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ।ପାଠପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ବହୁ!-->!-->!-->!-->!-->…
ବିଦ୍ୟାଳୟରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।
ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ
ତା-୦୫-୦୬-୨୦୨୧
ଉଦଳା-ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲା ପାଟଶାଣୀପୁର ହାଇସ୍କୁଲରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।ଉଦଳା ବ୍ଲକର ପାଟଶାଣୀପୁର ପଞ୍ଚାୟତ ହାଇସ୍କୁଲରୁ ଗତକାଲି ରାତିରେ ଚୋରି ହୋଇଛି।ସେହି ସ୍କୁଲରେ ରାତ୍ରି ଜଗୁଆଳି ସୁରେନ୍ଦ୍ର!-->!-->!-->!-->!-->!-->!-->…
ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ: ସାଂସଦ ଅପରାଜିତା ଷଢ଼ଙ୍ଗୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ!-->!-->!-->!-->!-->…
ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ!-->!-->!-->!-->!-->…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଆଉ ୭ହଜାର ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୦ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୧୧ହଜାର ୩୪୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।!-->!-->!-->!-->!-->…
ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦିଆ ଯାଇଛି । ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ!-->!-->!-->!-->!-->…
ଦଳିଦେଲା ଦନ୍ତା ହାତୀ:ପ୍ରାଣ ହରାଇଲେ ଯୁବକ।
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ଜଗବନ୍ଧୁ ପ୍ରଧାନ
ତା-୦୬-୦୬-୨୦୨୧
ଦଳିଦେଲେ ଗଜରାଜ ହସ୍ତୀ।ଦନ୍ତାହାତୀ ଚକଟି ମାରି ଦେଇଛି ଜଣେ ଯୁବକକୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନସ୍ଥ କଲମଗଡିଆ ପଂଚାୟତର ରୁଗୁଡି ଗ୍ରାମରେ। ଏହି ଗ୍ରାମର ଭରଡାସାହିର ବାରାସା!-->!-->!-->!-->!-->!-->!-->…
ଚିର ନିଦ୍ରାରେ – “ଶଲାବୁଢ଼ା “ର ନାୟକ ଅଟଳବିହାରୀ ପଣ୍ଡା।
ଅଷ୍ଟିନ୍ ନ୍ଯୁଜ/ସମ୍ବଲପୁର
ତା-୦୬-୦୬-୨୦୨୧
ଶଲାବୁଢ଼ା ନିଧନ।ଆମେ କହୁଛୁ ଶଲାବୁଢ଼ା ସିନେମାର ମୁଖ୍ଯ ଚରିତ୍ରରେ ଅଭିନୟ କରୁଥିବା ଅଟଳବିହାରୀ ପଣ୍ଡାଙ୍କ କଥା। ଗତକାଲି ବିଳମ୍ବିତ ରାତି ପ୍ରାୟ ତିନିଟା ପଇଁଚାଳିଶ୍ ରେ ତାଙ୍କର ଦେହାନ୍ତ ହୋଇଯାଇଛି।
ତେବେ ସେ ବୁର୍ଲା!-->!-->!-->!-->!-->!-->!-->…
