News portal website
before header

ଦଶମ ଓ ଦଶମ ସମତୂଲ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୭-୦୫-୨୦୨୧ ଗତ ୩ ମେ' ୨୦୨୧ ରେ ହେବାକୁ ଥିବା ଦଶମ ସମତୂଲ୍ୟ ସମସ୍ତ ପରିକ୍ଷା କୁ ବାତିଲ କରିଛନ୍ତି ସରକାର। ବରଂ ଏହି ଛାତ୍ରଛାତ୍ରୀଙ୍କର ମୂଲ୍ୟାଙ୍କନ କରିବାକୁ ଅନ୍ୟ ଏକ ବିକଳ୍ପ ବଛାଯାଇଛି। କରୋନା ର ସଙ୍ଗୀନ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏଭଲି…

ଆଗୁଆ ପହଞ୍ଚିପାରେ ମୌସୁମି

କଟକ /ଅଷ୍ଟିନ୍ ନ୍ୟୁଜ ତା-୦୭-୦୫-୨୦୨୧ କରୋନା ମହାମାରୀ ର ଏହି ସଙ୍ଗୀନ ପରିସ୍ତିତିରେ ମଧ୍ୟ ଗୋଟିଏ ଆଶ୍ୱସନା ମିଳିବା ଭାଳି ଖବର ଆସିଛି। ଏହି ବର୍ଷ ମୌସୁମୀ ଆଗୁଆ ଆସି ଓଡିଶା କୁ ଛୁଇଁବ ଓ ବର୍ଷା ର ମାତ୍ରା ମଧ୍ୟ ସ୍ୱାଭାବିକ ରହିବ ବୋଲି ବିଭିନ୍ନ ପାଣିପାଗ ପୂର୍ବାନୁମାନ କରୁଥିବା…

ନୂଆ ଦଲିଲ୍ ରେ ଅଧିକ ଟିକସ ଲାଗୁ ହେବ ନାହିଁ;ନବୀନ ପଟ୍ଟନାୟକ।

କରୋନାର ଭୟବହତାକୁ ଲକ୍ଷ୍ଯ ରଖି ରାଜ୍ଯ ସରକାର ରାଜସ୍ବ ବିଭାଗ ଉପରେ ଏକ ବଡ ପଦକ୍ଷେପ ନେଇଛନ୍ତି।ଏହି କରୋନା ମହାମାରୀ ସମୟରେ କୌଣସି ଜମିଜମା,ଘରଦ୍ବାର,କିମ୍ବା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରି ହେଲେ ଏଥି ଲାଗି ୨୦୨୧-୨୨ ଆର୍ଥିକ ବର୍ଷର ଅଧିକ ଟିକସ ଲାଗୁହେବ ନାହିଁ। ଅଷ୍ଟିନ୍…

‘ଫର୍ ଗଭର୍ନମେଣ୍ଟ ସପ୍ଲାଏ ନଟ୍ ଫର୍ ସେଲ୍’ଲେଖା ହୋଇଥିବା ରେମଡେସିଭିର୍ ଇଞ୍ଜେକ୍ସନ ଜବତ:

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୫-୨୦୨୧ ଦେଶରେ କରୋନା ମାମଲା ବେକାବୁ ହୋଇପଡିଛି। ଏହିଭଳି ସ୍ଥିତିରେ ଦେଶରେ ଭ୍ୟାକସିନଠୁ ଆରମ୍ଭ କରି ଇଞ୍ଜେକ୍ସନ, ହସ୍ପିଟାଲ ବେଡ଼, ଅକ୍ସିଜେନ ସଙ୍କଟ ଦେଖାଦେଇଛି। ରେମଡ଼େସିଭିର ଇଞ୍ଜେକ୍ସନ ଅଭାବ ଥିବାବେଳେ ପଞ୍ଜାବରୁ ଏକ…

ପୁଣି ଜଣେ ସାମ୍ବାଦିକଙ୍କୁ ଛଡ଼ାଇନେଲା କରୋନା

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୫-୨୦୨୧ ପୁଣି ଜଣେ ସାମ୍ବାଦିକଙ୍କୁ ଛଡାଇ ନେଲା କୋଭିଡ। ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ବଢିବାରେ ଲାଗିଛି । କରୋନା ସଂକ୍ରମଣରୁ ବାଦ୍ ପଡୁନାହାଁନ୍ତି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ…

ଟିକା ପାଇଁ ଲମ୍ବା ଲାଇନରେ ଭାରତୀୟ ଜନତା।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୫-୨୦୨୧ ଦେଶରେ ଘାତକ କରୋନା ମହାମାରୀ । ଲଗାତାର ବଢୁଛି ସଂକ୍ରମଣ ମାମଲା । ଭିଡକୁ ଦୂରେଇବା କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍‌ଡାଉନ । ହେଲେ ଦୁଃଖର ବିଷୟ ଏହା ଯେ କେଉଁଠି କରୋନା ରୋଗୀ…

ହେଲେମେଟ ଚେକିଂ ନାମରେ ୩କିଲୋମିଟର ଚାଲିଥିବା ମାଆ ଜନ୍ମ ଦେଲେ ଶିଶୁ ପୁତ୍ର।

ଏହି ଆଦିବାସୀ ଗର୍ଭବତୀ ମା'ଙ୍କୁ ହେଲମେଟ ଚେକିଂ ନାମରେ ୩କିଲୋମିଟର ଚଲାଇ ଚଲାଇ ଖୁବ୍ ଅପମାନିତ କରିଥିଲେ । ଏହି ଆଦିବାସୀ ଗର୍ଭବତୀ ମା'ଙ୍କୁ ହେଲମେଟ ଚେକିଂ ନାମରେ ୩କିଲୋମିଟର ଚଲାଇ ଚଲାଇ ଖୁବ୍ ଅପମାନିତ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ଉଦଳା ନିକଟବର୍ତ୍ତୀ ଶରତ ଥାନା…

ଜି. ଏସ୍. ଟି. ଛାଡ଼ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୭-୦୫-୨୦୨୧ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ କରୋନା ଟୀକା ଉପରେ ଆଦାୟ କରାଯାଉଥିବା ଜି. ଏସ୍. ଟି. କୁ ଛାଡ କରାଯିବା ସହ ଓଡିଶା ରାଜ୍ୟ କୁ କିଛି ଆର୍ଥିକ ସହାୟତା ଯୋଗାଇ…

ଦ୍ୱିତୀୟ ଲହର ଯାଇନାହିଁ, ପୁଣି ଏହି ଦିନଠାରୁ ଦେଶରେ କାୟା ବିସ୍ତାର କରିବାକୁ ଯାଉଛି କରୋନାର ତୃତୀୟ ଲହର

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୫-୨୦୨୧ କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ଏହା ନିଶ୍ଚିତ ଆସିବ। ଏବେ ଦ୍ୱିତୀୟ ଲହର ପାଇଁ ସାରା ଦେଶରେ ହାହାକାର ପଡ଼ିଥିବା ବେଳେ, ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ…

ନୋ ସାଉଣ୍ଡ-ଓନ୍‌ଲି ଆକ୍ସନରେ ନବୀନ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୫-୨୦୨୧ ଜାତୀୟ ବିପତ୍ତିବେଳେ ଦେଶ ପାଇଁ ଚିନ୍ତା କରୁଥିବା ନବୀନଙ୍କ କରୋନା ମୁକାବିଲା ପୁଣି ପ୍ରଶଂସିତ ହୋଇଛନ୍ତି । ଟ୍ବିଟରରେ ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ ବ୍ୟବସାୟୀ, ସ୍ତମ୍ଭକାର ସୁହେଲ ସେଠ୍ । ରାଜ୍ୟରେ କରୋନା…