News portal website
before header
[URIS id=5393]

ହେଲେମେଟ ଚେକିଂ ନାମରେ ୩କିଲୋମିଟର ଚାଲିଥିବା ମାଆ ଜନ୍ମ ଦେଲେ ଶିଶୁ ପୁତ୍ର।

0 1,015

ଏହି ଆଦିବାସୀ ଗର୍ଭବତୀ ମା’ଙ୍କୁ ହେଲମେଟ ଚେକିଂ ନାମରେ ୩କିଲୋମିଟର ଚଲାଇ ଚଲାଇ ଖୁବ୍ ଅପମାନିତ କରିଥିଲେ ।

Notice

ଏହି ଆଦିବାସୀ ଗର୍ଭବତୀ ମା’ଙ୍କୁ ହେଲମେଟ ଚେକିଂ ନାମରେ ୩କିଲୋମିଟର ଚଲାଇ ଚଲାଇ ଖୁବ୍ ଅପମାନିତ କରିଥିଲେ ।

ମୟୁରଭଞ୍ଜ ଜିଲ୍ଲା ଉଦଳା ନିକଟବର୍ତ୍ତୀ ଶରତ ଥାନା ଅଧିକାରିଣୀ ।ହେଲେ ଏମାନଙ୍କ ସହନ ଶକ୍ତି, ଏମାନଙ୍କ ଧୈର୍ଯ୍ୟ ଆଉ ଏକ ଅଭିମନ୍ୟୁଙ୍କୁ ଆଜି ଧରାବତରଣ କରାଇଛି..!! ପୁଅଟିଏ ଜନ୍ମ ନେଇଛି..!! ଆଶା ରଖିବୁ ବଡ ହୋଇ ସେ ନିଶ୍ଚିତ ଏ ବ୍ୟବସ୍ଥାର ଅବ୍ୟବସ୍ଥାକୁ ସଜାଡିବାକୁ ଚେଷ୍ଟା କରିବ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

https://twitter.com/AustinNewsMedia

Leave A Reply

Your email address will not be published.