News portal website
before header
[URIS id=5393]

ନୋ ସାଉଣ୍ଡ-ଓନ୍‌ଲି ଆକ୍ସନରେ ନବୀନ

0 183

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୬-୦୫-୨୦୨୧

ଜାତୀୟ ବିପତ୍ତିବେଳେ ଦେଶ ପାଇଁ ଚିନ୍ତା କରୁଥିବା ନବୀନଙ୍କ କରୋନା ମୁକାବିଲା ପୁଣି ପ୍ରଶଂସିତ ହୋଇଛନ୍ତି । ଟ୍ବିଟରରେ ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ ବ୍ୟବସାୟୀ, ସ୍ତମ୍ଭକାର ସୁହେଲ ସେଠ୍ । ରାଜ୍ୟରେ କରୋନା ନିୟନ୍ତ୍ରଣ ହେଉ କି ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସହାୟତା । ସବୁଠି ନିରବ ନବୀନଙ୍କ ଏକ୍ସିଲେନ୍ସି ଚମତ୍କାର ଦେଖାଇଛି ବୋଲି ସୁହେଲ ଟୁଇଟ୍ କରିଛନ୍ତି ।

କରୋନା ଭଳି କଠୋର ମୁହୂର୍ତ୍ତରେ ସାରାଦେଶକୁ ନିଶ୍ବାସ ଯୋଗାଇ ନିଜ ମହାନ ଆଭିମୁଖ୍ୟର ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶିଷ୍ଟ ସ୍ତମ୍ଭକାର ସୁହେଲ ସେଠଙ୍କ ଏହି ଟୁଇଟ୍ ପରେ ଅନେକ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଯଥା ରାଜନୈତିକ ବୟାନବାଜିରେ ମୁଣ୍ଡ ନଖେଳାଇବା ନବୀନଙ୍କ କ୍ଲାସ୍ ଫ୍ୟାକ୍ଟର ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ନବୀନଙ୍କ ଶାସନ କାଳରେ ଓଡ଼ିଶାବାସୀ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି ।ନୋ ସାଉଣ୍ଡ, ଓନ୍‌ଲି ଆକ୍ସନରେ କାର୍ଯ୍ୟ କରନ୍ତି ନବୀନ ବୋଲି ଆଉ ଜଣେ ୟୁଜର ଟୁଇଟ୍ କରିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, ନବୀନଙ୍କ ପୂର୍ବରୁ ଓଡ଼ିଶାବାସୀ ବହୁ କଷ୍ଟ ଭୋଗିଥିଲେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଦୁର୍ନୀତି, ଭ୍ରଷ୍ଟାଚାରରେ ସ୍ଥିତି ସାଂଘାତିକ ହୋଇଥିଲା । ହେଲେ ନବୀନଙ୍କ ଶାସନରେ ଓଡ଼ିଶାରେ ଅନେକ ପ୍ରଗତି ହୋଇଛି । ଯାହା ଏବେ ନବୀନଙ୍କୁ ଜଣେ ଷ୍ଟେଟସମ୍ୟାନ ଭାବେ ପରିଚିତ କରିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.