News portal website
before header
[URIS id=5393]

ଜି. ଏସ୍. ଟି. ଛାଡ଼ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

0 430

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୦୭-୦୫-୨୦୨୧

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ କରୋନା ଟୀକା ଉପରେ ଆଦାୟ କରାଯାଉଥିବା ଜି. ଏସ୍. ଟି. କୁ ଛାଡ କରାଯିବା ସହ ଓଡିଶା ରାଜ୍ୟ କୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଉ।ଏହା ଏକତ୍ର ଭାବେ କରୋନା ମହାମାରୀ ବିରୁଦ୍ଧରେ ଲଢିବା ରେ ଆମକୁ ସାହାଯ୍ୟ କରିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]


କରୋନା ଟୀକା ନେବା ପାଇଁ ସରକାର ଏବେ ୧୭-୪୫ ବର୍ଷ ର ଲୋକ ମାନଙ୍କୁ ଆହ୍ଵାନ ଦେଇଛନ୍ତି। ତେବେ କୋଭିଡ଼ ଟୀକା କରଣ ପାଇଁ ନିଆଯାଉଥିବା ଜି. ଏସ୍. ଟି ଏହାକୁ ରାଜ୍ୟ ପାଇଁ ଆହୁରି ମାହାଙ୍ଗା କରାଉଛି ଏବଂ ଏହି ଟିକସ କୁ ସମ୍ପୂର୍ଣ୍ଣ ଭାବେ ଛାଡ କରିବା ଉଚିତ୍ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ଟିକସ ଛାଡ କରିବା ଦ୍ୱାରା ପ୍ରତ୍ୟେକ ନାଗରିକ ସୁବିଧାରେ ଓ ସୁଲଭ ମୂଲ୍ୟରେ ଟୀକା ଗ୍ରହଣ କରିପାରିବେ ।


ଏହି ବିପଦ ସମୟ ରେ ପ୍ରତି ଟି ରାଜ୍ଯ ଏକତ୍ର ଭାବେ କାର୍ଯ୍ୟ କରିଲେ ଏହି କଠିନ ସମୟ କୁ ପାର୍ କରିହେବ ବୋଲି ସେ କହିଛନ୍ତି। ଆର୍ଥିକ ଅଭାବ ଯେପରି ବାଧା ନଦେବ ସେ ସେଥିପ୍ରତି ଦୃଷ୍ଟ ଆକର୍ଷଣ କରାଇଛନ୍ତି। ତେଣୁ ସାଧାରଣ ଜିନିଷ ତଥା ପେଟ୍ରୋଲ, ଡ଼ିଜେଲ, ମଦ ଆଦି ଜିନିଷ ଯାହାକି କେନ୍ଦ୍ର ସରକାର ପାଖରେ ଭରପୁର ମାତ୍ର ରେ ମହଜୁଦ ଅଛି ଯାହା ରାଜ୍ୟ ମାନଙ୍କରେ ମଧ୍ୟ ସମାନ୍ ଭାବେ ବଣ୍ଟା ଯାଉ। ଏହା ଆମକୁ ମାଗଣା ରେ ଟୀକା ଓ ଚିକିତ୍ସା ଦେବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.