News portal website
before header

ସାମ୍ବାଦିକ ମାନଙ୍କୁ ଟୀକା ପ୍ରଦାନରେ ବିଳମ୍ବ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ କରୋନାରେ ସାମ୍ବାଦିକମାନଙ୍କ ଅକାଳ ରେ ମୃତ୍ୟୁ ହେଵା ପରେ ସେମାନଙ୍କୁ ଟୀକା ଦିଆଯିବା ପାଇଁ ସାରା ରାଜ୍ୟରେ ଦାବି କରାଯାଇଥିଲା । ସାମ୍ବାଦିକମାନେ କୋରୋନା ସମୟରେ ଆଗ ଧାଡିର ଯୋଦ୍ଧା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା…

ରୋହିତ ଙ୍କୁ ଆଶୀର୍ବାଦ

କଟକ /ଅଷ୍ଟିନ୍ ନ୍ୟୁଜ ତା-୧୦-୫-୨୦୨୧ ସାଉଥ୍ ଫିଲ୍ମ ନିର୍ମାତା ତଥା ନିର୍ଦେଶକ ରୋହିତ ସେଟ୍ଟୀ ଙ୍କୁ ପଞ୍ଜାବ ଅକାଳୀ ଦଳର ପ୍ରବକ୍ତା ମନଜିନ୍ଦର ମନ ଖୋଲି ଆଶୀର୍ବାଦ ଦେଇଛନ୍ତି। ସେ ରୋହିତ୍ ଙ୍କୁ କହିଛନ୍ତି "ଯୁଗ୍ ଯୁଗ୍ ଜିଓ" ଅର୍ଥାତ୍ ତାଙ୍କୁ ଭାଗବାନ ଦୀର୍ଘାୟୁ କରନ୍ତୁ। କିନ୍ତୁ…

୨ ଦିନ ସ୍ଥିର ରହିବା ପରେ ପୁଣି ବଢିଲା ତୈଳ ଦର

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ କିଛିଦିନ ଧରି ତୈଳ ଦର ସ୍ଥିର ଥିବାବେଳେ ସୋମବାର ଅର୍ଥାତ୍‌ ମେ’ ୧୦ ତାରିଖ ଦିନ ତୈଳ ଦର ବୃଦ୍ଧି ପାଇଛି । ୨ ଦିନ ଧରି ପେଟ୍ରୋଲ ଡିଜେଲ ଦରରେ କୌଣସି ବୃଦ୍ଧି ଘଟି ନ ଥିଲା । ହେଲେ ଆଜି ପେଟ୍ରୋଲ ୨୬ ପଇସା ବୃଦ୍ଧି…

ଗୋଟିଏ ହସ୍ପିଟାଲ୍‌ରେ ୮୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ, ଆଖି ବୁଜିଲେ ଜଣେ ସିନିୟର ସର୍ଜନ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ ଦିଲ୍ଲୀର ଏକ ହସ୍ପିଟାଲ୍‌ରୁ ୮୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍‌ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ…

ଟିକା ପାଇଁ ବାଡାବାଡି

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୦-୫-୨୦୨୧ ହୁ ହୁ ହୋଇ ବଢି ଚାଲୁଥିବା ସଂକ୍ରମଣ ସଂଖ୍ୟା ସାଙ୍ଗକୁ ସ୍ଵଳ୍ପ ଟୀକା ର ସଂକଟ ଏବେ ସାଧାରଣ ଜନତା ଙ୍କ ଅସ୍ତ ବ୍ୟସ୍ତ କରାଉଛି। ବାରଙ୍ଗ ବ୍ଳକ ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଓ କରକରା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ…

ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । କୋଭିଡ କଟକଣା ଅନୁଯାୟୀ ଭିତର ବେଢାରେ ହେବ ଚାପନୀତି । ଆସନ୍ତା ୧୫ରୁ ଅର୍ଥାତ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । ୨୧ଦିନ ଧରି ଚାଲିବାକୁ…

ମମତା ମନ୍ତ୍ରୀମଣ୍ଡଳରେ ଆଜି ଶପଥ ଗ୍ରହଣ ଉତ୍ସବ : ଟିମରେ ୪୩ ମନ୍ତ୍ରୀ ସାମିଲ୍

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୫-୨୦୨୧ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଆଜି ଶପଥ ଗ୍ରହଣ ସମାରୋହ । ଅନେକ ଯୁବ ନେତାଙ୍କ ସହ ମୋଟ ୪୩ ମନ୍ତ୍ରୀ ନେବେ ଶପଥ । ତେବେ ଟିଏମସି ସୂତ୍ର ଅନୁଯାୟୀ, ମମତା…

ମଦକୁ ସାହା ନଦୀବନ୍ଧ!

ସବୁଠାରୁ ବଡକଥା ହେଉଛି ତାଳୁଆ ବାଲିକୁଦା ଛକରେ ରାତିରେ ହୋମଗାର୍ଡ ଜଗୁଥିବା ବେଳେ ପୋଲିସ ପାଖରେ କିଭଳି ରହୁନି ଖବର? କୁହାଯାଉଛି ନଦୀବନ୍ଧ ରାସ୍ତା ନିଛାଟିଆ ଥିବା ହେତୁ ର୍ନିଦ୍ବନ୍ଦରେ ଗାଡିରେ କାରବାର ପାଇଁ ବିଶେଷ କିଛି ଅସୁବିଧା ହେଉନାହିଁ। ଅଷ୍ଟିନ୍…

ଶିଳ୍ପୀ ରଘୁନାଥ ମହାପାତ୍ର କରୋନାରେ ଅସ୍ତ!

୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ । ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା । ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୦୯-୦୫-୨୦୨୧ କରୋନା ଲଢେ଼ଇରେ ହାରି ଯାଇଛନ୍ତି ପଦ୍ମ ବିଭୂଷଣ ତଥା…

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସଡକ ଦୁର୍ଘଟଣାରେ ଆହତ!

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର ତା-୦୯-୦୫-୨୦୨୧ ଏକ ବଡ ସଡ଼କ ଦୁର୍ଘଟଣାରୁ ବର୍ତିଗଲେ ପ୍ରତାପ ଷଡଙ୍ଗୀ।ନନାଙ୍କ ଗାଡିକୁ ଧକା ଦେଲା ଟ୍ରାକ୍ଟର। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ନନା।ପ୍ରତାପ ଷଡଙ୍ଗୀ ରାସ୍ତାରେ ଯାଉଥିବା…