News portal website
before header
[URIS id=5393]

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସଡକ ଦୁର୍ଘଟଣାରେ ଆହତ!

0 593

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର

Notice

ତା-୦୯-୦୫-୨୦୨୧

ଏକ ବଡ ସଡ଼କ ଦୁର୍ଘଟଣାରୁ ବର୍ତିଗଲେ ପ୍ରତାପ ଷଡଙ୍ଗୀ।ନନାଙ୍କ ଗାଡିକୁ ଧକା ଦେଲା ଟ୍ରାକ୍ଟର। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ନନା।ପ୍ରତାପ ଷଡଙ୍ଗୀ ରାସ୍ତାରେ ଯାଉଥିବା ସମୟରେ ତାଙ୍କର ଗାଡିକୁ ଟ୍ରାକ୍ଟର ଧକା ଦେଇଥିଲା।

ଯାହା ଫଳରେ ଗାଡିର ଆଗ ଭାଙ୍ଗି ଯାଇଥିବା ବେଳେ ନନାଙ୍କ ନାକ ଫାଟି ଯାଇଛି। ଘଟଣା ସ୍ଥଳରୁ ନନା ଡାକ୍ତରଖାନା ଯାଇ ପ୍ରାଥମିକ ଚିକିତ୍ସା ହୋଇଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.