News portal website
before header
[URIS id=5393]

ରୋହିତ ଙ୍କୁ ଆଶୀର୍ବାଦ

0 3,886

କଟକ /ଅଷ୍ଟିନ୍ ନ୍ୟୁଜ

ତା-୧୦-୫-୨୦୨୧

ସାଉଥ୍ ଫିଲ୍ମ ନିର୍ମାତା ତଥା ନିର୍ଦେଶକ ରୋହିତ ସେଟ୍ଟୀ ଙ୍କୁ ପଞ୍ଜାବ ଅକାଳୀ ଦଳର ପ୍ରବକ୍ତା ମନଜିନ୍ଦର ମନ ଖୋଲି ଆଶୀର୍ବାଦ ଦେଇଛନ୍ତି। ସେ ରୋହିତ୍ ଙ୍କୁ କହିଛନ୍ତି “ଯୁଗ୍ ଯୁଗ୍ ଜିଓ” ଅର୍ଥାତ୍ ତାଙ୍କୁ ଭାଗବାନ ଦୀର୍ଘାୟୁ କରନ୍ତୁ। କିନ୍ତୁ ରୋହିତ୍ ଏମିତି କଣ କରିଲେ ଯେ ମନଜିନ୍ଦର ମନ୍ତ୍ରମୁଗ୍ଧ ହୋଇ ତାଙ୍କୁ ଏମିତି ଆଶୀର୍ବାଦ ଦେଲେ?

କରୋନା ର ଏହି ସଂକଟାପନ୍ନ ସମୟ ରେ ସେ ପଞ୍ଜାବ ପାଇଁ ଏକ ବଡ଼ ଅନୁଦାନ କରିଛନ୍ତି। ରୋହିତ୍ ପଞ୍ଜାବ ର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ୨୫୦ ବେଡ୍ ବିଶିଷ୍ଟ ଏକ ହସ୍ପିଟାଲ ତିଆରିକରି ପଞ୍ଜାବ ସରକାରଙ୍କୁ ଦାନ କରିଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

“ରୋହିତ୍ ସୁନେଲି ପରଦା ର ଖତ୍ରୋ କେ ଖିଲାଡୀ ନିଶ୍ଚୟ, କିନ୍ତୁ ପରଦା ପଛରେ ସେ ଜେନ ପରମ ଦୟାଳୁ ଯାହାଙ୍କ ଭିତରେ ମଣିଷପଣିଆ ଭାରି ରହିଛ”, ବୋଲି ମନଜିନ୍ଦର କହିଛନ୍ତି ।

ତେବେ ପୂର୍ବରୁ ସୋନୁ ସୁଦ ଙ୍କ ସହ ଅନେକ୍ ସିନେ କଳାକାର କରୋନା ପାଇଁ ବହୁତ କିଛି କରିଥିବା ବେଳେ, ରୋହିତ୍ ମଧ୍ୟ ପୂର୍ବରୁ ଦିଲ୍ଲୀ ସ୍ଥିତ ଗୁରୁ ତେଜ୍ ବାହାଦୁର ହସ୍ପିଟାଲ କୁ ଲଗାତାର ଭାବେ ଅନୁଦାନ କରିଆସୁଥିବା ବେଳେ ଏବେ ପଞ୍ଜାବ ପାଇଁ ଗୋଟିଏ ସ୍ଵତନ୍ତ୍ର କୋଭିଡ ଡାକ୍ତରଖାନା ନିର୍ମାଣ କରି ସେ ନିଜ ଭିତରେ ଥିବା ମଣିଷପଣିଆର ପ୍ରମାଣ ଦେବା ସହ ପ୍ରସଂଶା ସାଉଁଟିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.