Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
ଭୁବନେଶ୍ୱରର ବଡ ହୋଟେଲରେ ରହିବେ କରୋନା ରୋଗୀ,ମିଳିବ ଉତ୍ତମ ଚିକିତ୍ସା
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୬-୦୫-୨୦୨୧
ଦିଲ୍ଲୀ ଓ ମୁମ୍ବାଇରେ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କମିଶନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା!-->!-->!-->!-->!-->…
ବିଏମିସିର ବଡ଼ ପଦକ୍ଷେପ । ୧୯୨୯ ନମ୍ବର କୁ ଫୋନ କଲେ ପାଖରେ ପାଇବେ କରୋନା ଟେଷ୍ଟିଂ ଆଉ ଟୀକା ।
ବିଏମସି କମିଶନର ବଡ ଘୋଷଣା ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଏନେଇ ବିଏମସି କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଟେଷ୍ଟିଂ ଭଳି ଟୀକାକରଣ ପାଇଁ ମଧ୍ୟ!-->…
ରାଜ୍ୟର ଅପହଞ୍ଚ ଇଲାକାରେ ପହଞ୍ଚିପାରିବ କି ଟୀକା?
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୫-୨୦୨୧
ଏବେ କରୋନାର ରୂପ ଏତେ ଭୟଙ୍କର ହେବାରେ ଲାଗିଛି ଯେ ଆଉ କରୋନା କବଳରୁ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ପୁରା ବିଶ୍ୱରେ ସବୁଠାରୁ ବଡ ଭ୍ୟାକ୍ସିନେସନ୍ ଡ୍ରାଇଭ୍ ଭାରତରେ ଜାରି!-->!-->!-->!-->!-->…
ସୁପ୍ରିମକୋର୍ଟର ୧୦ ଜଣ ବିଚାରପତି କରୋନା ଆକ୍ରାନ୍ତ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୫-୨୦୨୧
କରୋନା ସଂକ୍ରମଣ ମଧ୍ୟରେ ବି ଦେଶର ନ୍ୟାୟପାଳିକା କାର୍ଯ୍ୟ ଜାରି ରହିଛି । ସେପଟେ ସ୍ଥିତି ଚିନ୍ତାଜନକ ରହିଥିବା ଦେଶର ପ୍ରଧାନ ବିଚାରପତି ଏନ ଭି ରମନ୍ନା ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲ ଠାରୁ ଏଯାଏଁ!-->!-->!-->!-->!-->…
ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ;”ଜୀବନ ଆମର ଦାୟିତ୍ୱ ଆମର” -ବିନୋଦ ବିହାରୀ।
https://youtu.be/DOyC2p9EZ2M
ରାଜ୍ୟରେ ବଢ଼ିଛିଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧,୮୦୫ ପଜିଟିଭ୍ ଚିହ୍ନଟ ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ ଚିହ୍ନଟ ହୋଇଥିବା ସୂଚନା ଦେଇଛି!-->…
କରୋନା କଣ୍ଟାରେ ବାତିଲ ହେବ ସିବିଏସଇ ଦ୍ବାଦଶ ପରୀକ୍ଷା।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୫-୨୦୨୧
ବାତିଲ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ! କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ହେବାକୁ ଆସିବା ପରିବର୍ତ୍ତେ ଅଧିକ ବେକାବୁ ହେବାକୁ ଲାଗିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚିନ୍ତାରେ!-->!-->!-->!-->!-->…
୧୬ ରୁ ୧୯ ବାତ୍ଯା;IMD
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୫-୨୦୨୧
ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକତେ’ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏନେଇ ସତର୍କ କରାଇଦେଇଛି । ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ!-->!-->!-->!-->!-->…
ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା ।
ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର
ତା-୧୪-୦୫-୨୦୨୧
ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ଚାଷୀ ଖାତାକୁ ଗଲା କାଳିଆ କିସ୍ତି । ମୋଟ ୪୨ ଲକ୍ଷ ଲୋକଙ୍କ ଖାତାକୁ ୯୦ କୋଟି ଟଙ୍କା ଯାଇଥିବାର ସୂଚନା ଦିଆ ଯାଇଛି । ଏହାସହିତ ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ!-->!-->!-->!-->!-->…
ଘାସ କାଟୁଛନ୍ତି ପନ୍ତ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୪-୦୫-୨୦୨୧
ଚାଳିତ ବର୍ଷ ଇଣ୍ଡିଆନ୍ ପ୍ରିମିଅର ଲିଗ କୁ କରୋନା ମହାମାରୀ ଯୋଗୁ୍ ଅଧାରୁ ବାତିଲ କରାଯାଇଛି। ଏହା ଖେଳାଳି ମାନଙ୍କୁ ଆଣିଦେଇଛି ନିଜ ପରିବାର ସହ ସମୟ କାଟିବାର ଏକ ସୁବର୍ଣ୍ଣ ସୁଯୋଗ।
ଆଇ. ପି. ଏଲ୍. ସ୍ଥଗିତ ରହିବା କାରଣରୁ ରିଷଭ ପନ୍ତ!-->!-->!-->!-->!-->!-->!-->…
