News portal website
before header
[URIS id=5393]

ଭୁବନେଶ୍ୱରର ବଡ ହୋଟେଲରେ ରହିବେ କରୋନା ରୋଗୀ,ମିଳିବ ଉତ୍ତମ ଚିକିତ୍ସା

0 204

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୬-୦୫-୨୦୨୧

ଦିଲ୍ଲୀ ଓ ମୁମ୍ବାଇରେ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କମିଶନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା କରିଥିବାବେଳେ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।ହସ୍ପିଟାଲ ଭଳି ସେଠାରେ ବି ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

କମ ଲକ୍ଷଣ ଥିବା ରୋଗୀଙ୍କୁ ହୋଟେଲରେ ରଖାଯିବ । ଏଥିପାଇଁ ହସପିଟାଲ ଓ ହୋଟେଲ ମଧ୍ୟରେ ଚୁକ୍ତି କରାଯିବ । ହୋଟେଲରେ ଡାକ୍ତରୀ ଟିମ ଓ ଅକ୍ସିଜେନ ସିଲିଣ୍ଡର ବି ରହିବ ।ଗୁରୁତର ହେଲେ ସେମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯିବ । ବିଏମସି କମିଶନର ଶ୍ରୀ ସିଂହ ପ୍ରାୟ ୧୫ଟି ହୋଟେଲ ସହ ଏନେଇ ଆଲୋଚନା କରିଛନ୍ତି । ଅପରପକ୍ଷରେ ହୋଟେଲ ମାଲିକମାନେ ଏହି ପ୍ରସ୍ତାବରେ ରାଜି ଥିବା ଜାଣିବାକୁ ମିଳିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.