Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଶେଷ ନିଦ୍ରାରେ ହାକିମ ବାବୁ; ଅଲିଉଡରେ ଶୋକର ଛାୟା
ଭୁବନେଶ୍ୱର
ତା-୧୩-୦୯-୨୦୨୦
ଓଲିଉଡ ଜଗତ ହରାଇଛି ତାର ଏକ ଭେଟେରାନ କଳାକାରକୁ। ପ୍ରଖ୍ୟାତ ସିନେ ଅଭିନେତା ଅଜିତ୍ ଦାସଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି।
ତାଙ୍କର ପରଲୋକ ବେଳକୁ ବୟସ ୭୧ ବର୍ଷ ହୋଇଥିଲା, ତେବେ ସେ କରୋନା ରେ ପୀଡିତ ଥିଲେ।!-->!-->!-->!-->!-->!-->!-->!-->!-->…
କନ୍ଯା ସନ୍ତାନର ପିତା;ବରିଷ୍ଠ ରାଜନେତା ତଥାଗତ ଶତପଥୀ।
ଭୁବନେଶ୍ୱର
ତା-୧୩-୦୯-୨୦୨୦
ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକ, ବରିଷ୍ଠ ରାଜନେତା ଓ ବିଜୁ ଜନତା ଦଳର ପୂର୍ବତନ ସାଂସଦ ଶ୍ରାଯୁକ୍ତ ତଥାଗତ ଶତପଥୀ ୬୪ ବର୍ଷ ବୟସ ବୟସରେ କନ୍ଯା ସନ୍ତାନର ପିତା ହେଇଛନ୍ତି।
ତାଙ୍କର ଆଗରୁ ଏକ ପୁତ୍ର ଥିଲେ, ଏ ନେଇ ତାଙ୍କ ଟ୍ବିଟର!-->!-->!-->!-->!-->!-->!-->!-->!-->…
ଅଧାରେ ଅଟକିଲା ଦୂତିଆ ଭାର;ଚାଲିଗଲା ଜୀବନ!
ଯାଜପୁର
ତା-୧୦-୦୯-୨୦୨୦
ସଡକ ଦୁର୍ଘଟଣାରେ,୨ ମୃତ ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଅଭାବନୀୟ ଘଟଣା ,ଟ୍ରକ ଧକ୍କାରେ ମାମୁ ଭଣଜା ମୃତ୍ୟୁ। ସୂଚନା ମୁତାବକ ମୃତ ମଧୁବନ ନଗୁଆଁ ଗାଁର ରାଜକିଶ୍ୱର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଦୁତିଆ ଓଷା ଭାର!-->!-->!-->!-->!-->…
ପୂଜା ସରିଲା, ସାମିଲ ହେଲା !
ଭୁବନେଶ୍ୱର
ତା-୧୦-୦୯-୨୦୨୦
ଭାରତୀୟ ବାୟୁସେନାରେ ଯୋଗଦେଲା ବୀରବାୟୁ ରାଫେଲ। କିଛି ସମୟ ପୂର୍ବରୁ ପାରମ୍ପରିକ ସର୍ବଧର୍ମ ପୂଜାର୍ଚ୍ଚନା ପରେ, ରାଫେଲ ବିମାନ ସାମିଲ୍ ହୋଇଛି।
ଏହା ସାମିଲ୍ ହେବା ଦ୍ବାରା ଭାରତୀୟ ବାୟୁସେନା ଆହୁରି ଅଧିକ ମଜଭୁତ ହେବା ସହ!-->!-->!-->!-->!-->!-->!-->!-->!-->…
ବର୍ଷାଙ୍କ ବିରୋଧରେ;୪୭ ଫର୍ଦର ପିଟିସନ ଦାଖଲ କଲେ ଅନୁଭବ!
ନୂଆଦିଲ୍ଲୀ
ତା-୦୬-୦୯-୨୦୨୯
ବର୍ଷା-ଅନୁଭବ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୋର୍ଟରେ ଉଭୟ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ ଅନେକ ଗୁମର ଖୋଲିଛି । ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ତ ହୋଇଥିବା ବର୍ଷା ପ୍ରିୟଦର୍ଶୀନୀ ତାଙ୍କ ପିଟିସନରେ ଯାହା ଉଲ୍ଲେଖ!-->!-->!-->!-->!-->…
ଆସିଲା ବିଜେଡି ସାଂସଦ ନାରେ ଘରୋଇ ହିଂସା ଅଭିଯୋଗ;କୋର୍ଟ ଓ୍ବେବସାଇଟରେ
କଟକ
ତା-୦୫-୦୯-୨୦୨୦
ବିଜୁ ଜନତା ଦଳର ବିବାଦୀୟ ସାଂସଦ ପୁଣି ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି। ଏଥର କିନ୍ତୁ ସିଧାସଳଖ ଅଭିଯୋଗ କରିଛନ୍ତି ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏନେଇ ସେ ମଧ୍ଯ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଆସୁଛି ଗତ ଅଗଷ୍ଟ ୭ରୁ!-->!-->!-->!-->!-->!-->!-->…
ଆଜି ପବିତ୍ର ଗୁରୁଦିବସ,ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବରେ କରାଯାଏ…
ନୂଆଦିଲ୍ଲୀ
ତା-୦୫-୦୯-୨୦୨୦
ଆଜି ପବିତ୍ର ଗୁରୁଦିବସ । ଗୁରୁଙ୍କ ସ୍ମରଣ ସହିତ ସମ୍ମାନ ଓ ଶ୍ରଦ୍ଧା ନିବେଦନର ପ୍ରକୃଷ୍ଟ ଦିନଟିଏ । ତାଙ୍କ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜି ହେଉଛି ଭାରତର!-->!-->!-->!-->!-->!-->!-->…
ଆରମ୍ଭ ହେଲା ଜଗା ଦର୍ଶନ,ହଟିଲା କଟକଣା!
ପୁରୀ
୦୪-୦୯-୨୦୨୦
ହଟିଲା ସବୁ କଟକଣା । ପର୍ଯ୍ୟଟନ ସହର ପୁରୀକୁ ଏବେ ଆସିପାରିବେ ପର୍ଯ୍ୟଟକ। ବିଭିନ୍ନ ସ୍ଥାନରୁ ନାକାବନ୍ଦୀ ହଟାଯିବା ସହ ହୋଟେଲଗୁଡିକୁ ବୁକିଂ ପାଇଁ ଅନୁମତି ।ଦୀର୍ଘଦିନ ପରେ ଏବେ ପର୍ଯ୍ୟଟକମାନେ ପୁରୀ ଆସିପାରିବେ । ହୋଟେଲରେ ରହିବା ସହ ସମୁଦ୍ର!-->!-->!-->!-->!-->…
