News portal website
before header
[URIS id=5393]

ପୂଜା ସରିଲା, ସାମିଲ ହେଲା !

0 339

Notice

ଭୁବନେଶ୍ୱର

ତା-୧୦-୦୯-୨୦୨୦

ଭାରତୀୟ ବାୟୁସେନାରେ ଯୋଗଦେଲା ବୀରବାୟୁ ରାଫେଲ। କିଛି ସମୟ ପୂର୍ବରୁ ପାରମ୍ପରିକ ସର୍ବଧର୍ମ ପୂଜାର୍ଚ୍ଚନା ପରେ, ରାଫେଲ ବିମାନ ସାମିଲ୍ ହୋଇଛି।

ଏହା ସାମିଲ୍ ହେବା ଦ୍ବାରା ଭାରତୀୟ ବାୟୁସେନା ଆହୁରି ଅଧିକ ମଜଭୁତ ହେବା ସହ ଶକ୍ତିଶାଳୀ ମଧ୍ଯ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମ ଅମ୍ବଲା ଏୟାର ଷ୍ଟେସନରେ ହୋଇଥିଲା।ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnewsରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.