News portal website
before header
[URIS id=5393]

ଶେଷ ନିଦ୍ରାରେ ହାକିମ ବାବୁ; ଅଲିଉଡରେ ଶୋକର ଛାୟା

0 350

Notice

ଭୁବନେଶ୍ୱର

ତା-୧୩-୦୯-୨୦୨୦

ଓଲିଉଡ ଜଗତ ହରାଇଛି ତାର ଏକ ଭେଟେରାନ କଳାକାରକୁ। ପ୍ରଖ୍ୟାତ ସିନେ ଅଭିନେତା ଅଜିତ୍ ଦାସଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି।

ତାଙ୍କର ପରଲୋକ ବେଳକୁ ବୟସ ୭୧ ବର୍ଷ ହୋଇଥିଲା, ତେବେ ସେ କରୋନା ରେ ପୀଡିତ ଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନେକ ସିନେମାରେ ନିଛକ ଅଭିନୟ କରି ନାଁ କମେଇଛନ୍ତି। ସେଥିରୁ ହାକିମ ବାବୁ ଅନ୍ଯତମ,

ତେବେ ତାଙ୍କର ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି, ସିନେ ନିର୍ଦେଶକ, ପ୍ରଯୋଜକ, ଓଟିଡିସି ନିଗମ ଅଧକ୍ଷ, ସିନେ ସମୀକ୍ଷକ, ଛୋଟ ବଡ କଳାକାରଙ୍କ ସମେତ, ନେତା, ରାଜନେତା, ସାମାଜିକ କର୍ମୀ, ସିନେ ପ୍ରେମୀ ପ୍ରତିଟି ମହଲରୁ ଶୋକ ବାର୍ତ୍ତାର ସୁଅ ଛୁଟିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnewsରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.