News portal website
before header
[URIS id=5393]

ବର୍ଷାଙ୍କ ବିରୋଧରେ;୪୭ ଫର୍ଦର ପିଟିସନ ଦାଖଲ କଲେ ଅନୁଭବ!

0 567

ନୂଆଦିଲ୍ଲୀ

ତା-୦୬-୦୯-୨୦୨୯

ବର୍ଷା-ଅନୁଭବ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୋର୍ଟରେ ଉଭୟ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ ଅନେକ ଗୁମର ଖୋଲିଛି । ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ତ ହୋଇଥିବା ବର୍ଷା ପ୍ରିୟଦର୍ଶୀନୀ ତାଙ୍କ ପିଟିସନରେ ଯାହା ଉଲ୍ଲେଖ କରିଥିଲେ ଅନୁଭବ କିନ୍ତୁ ତାର ପୁରା ଓଲଟା ଅଭିଯୋଗ ଆଣିଛନ୍ତି ।

ପତ୍ନୀ ବର୍ଷା ଆଣିଥିବା ଅଭିଯୋଗ ଉପରେ ଦିଲ୍ଲୀ ପଟିଆଲା କୋର୍ଟରେ ୪୭ ପୃଷ୍ଠାର ଦାଖଲ କରିଥିବା ପିଟିସନରେ ଗୋଟି ଗୋଟି କରି ଉଲ୍ଲେଖ କରୁଛନ୍ତି ସ୍ୱାମୀ ତଥା ଅନୁଭବ ମହାନ୍ତି । ଆଉ କୋର୍ଟରେ ଅନୁଭବ ଦାଖଲ କରିଥିବା ପିଟିସନର ଏକ ଗଣମାଧ୍ୟମରେ ଲାଗିଛି।

👉ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା

👉ସମ୍ପର୍କ ରଖିବାକୁ ୩ରୁ ୪ ମାସ ସମୟ ମାଗିଥିଲେ ବର୍ଷା

👉ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ

👉ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ

👉ଜନ୍ମଦିନରେ ସବୁ କିଛି ସ୍ୱାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବର୍ଷା

👉ଏଥିପାଇଁ ବ୍ୟାପକ ଆୟୋଜନ କରିଥିଲେ ଅନୁଭବ

👉 ଏହାସତ୍ତେ୍ୱ ମଧ୍ୟ ବର୍ଷାଙ୍କର କଠିନ ହୃଦୟ ତରଳିନଥିବା ପିଟିସନରେ ଉଲ୍ଲେଖ

👉 ଅନୁଭବଙ୍କ ଘରୁ ଖାଇବା ଖାଉନଥିଲେ ବର୍ଷା

👉ଦିଲ୍ଲୀର ଗୃହପ୍ରବେଶ ପୂଜା ଦିନ ସାମିଲ ହୋଇନଥିଲେ ବର୍ଷା

👉ପୂଜାରେ ସାମିଲ ହେବାକୁ ଅନୁରୋଧ କରିବା ସତ୍ତେ୍ୱ ମନା କରିଥିଲେ ବର୍ଷା

👉ଜୁନ୍ ୨୦୧୫ରେ ବର୍ଷାଙ୍କୁ ଆମେରିକା ନେଇଥିଲେ ଅନୁଭବ

👉ସମ୍ପର୍କକୁ ସହଜ କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଥିଲେ ଅନୁଭବ

👉ଆମେରିକାରେ ମଧ୍ୟ ସମ୍ପର୍କ ରଖିବାକୁ ବର୍ଷା ଅମଙ୍ଗ ହୋଇଥିବା ପିଟିସନରେ ଉଲ୍ଲେଖ

👉ଅନୁଭବଙ୍କୁ ସ୍ୱାମୀ ଭଳି ଦେଖୁନଥିଲେ ବର୍ଷା

👉୨୦୧୬ରେ ଅନୁଭବ ଓ ସହ-ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମିଛ ଅଭିଯୋଗ ଆଣିଥିଲେ ବର୍ଷା

👉ପରିବାରକୁ ମିଛ ଅପରାଧିକ ମାମଲାରେ ପକାଇବା ପାଇଁ ବର୍ଷା ଧମକ ଦେଉଥିବା ପିଟିସନରେ ଉଲ୍ଲେଖ

👉୨୦୧୯ ମେ’ ୧ରୁ ବର୍ଷା ଅଲଗା ରହୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ

👉ବର୍ଷା ଭଲ ବୋହୂ ଓ ପତ୍ନୀ ହେବାରେ ବିଫଳ ହୋଇଛନ୍ତି

👉ବର୍ଷା ପ୍ରିୟଦର୍ଶିନୀଙ୍କ ଦାବି ଗ୍ରହଣଯୋଗ୍ୟ ନଥିଲା, ଏହା ମାନସିକ ଦୁଶ୍ଚିନ୍ତା ବଢାଇଥିଲା

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.