News portal website
before header
[URIS id=5393]

ଆଜି ପବିତ୍ର ଗୁରୁଦିବସ,ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବରେ କରାଯାଏ ପାଳନ

0 577

ନୂଆଦିଲ୍ଲୀ

ତା-୦୫-୦୯-୨୦୨୦

ଆଜି ପବିତ୍ର ଗୁରୁଦିବସ । ଗୁରୁଙ୍କ ସ୍ମରଣ ସହିତ ସମ୍ମାନ ଓ ଶ୍ରଦ୍ଧା ନିବେଦନର ପ୍ରକୃଷ୍ଟ ଦିନଟିଏ । ତାଙ୍କ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜି ହେଉଛି ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ।

୧୮୮୮ ମସିହା ସେପ୍ଟେମ୍ୱର ୫ ତାରିଖରେ ତାମିଲନାଡୁର ତରୁୱଲି ଜିଲ୍ଲାର ତିରୁଟ୍ଟନୀରେ ଜନ୍ମ ଗ୍ରହଣ କରିଥିଲେ । ୧୭ ଏପ୍ରିଲ ୧୯୭୫ ରେ ଇହ ଧାମ ତ୍ୟାଗ କରିଥିଲେ। ତାଙ୍କର ଜନ୍ମ ଦିବସକୁ ସାରା ଦେଶ ଗୁରୁଦିବସ ଭାବେ ପାଳନ କରୁଛି । ଏହି ଦିବସରେ ଭାରତୀୟ ମହାନ୍ ଗୁରୁ ପରମ୍ପରାର ସ୍ମୃତି ସ୍ୱରୂପ ଗୁରୁଙ୍କୁ ପୂଜନ କରବାର ନଜିର ରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.