News portal website
before header
[URIS id=5393]

କନ୍ଯା ସନ୍ତାନର ପିତା;ବରିଷ୍ଠ ରାଜନେତା ତଥାଗତ ଶତପଥୀ।

0 297

ଭୁବନେଶ୍ୱର

ତା-୧୩-୦୯-୨୦୨୦

ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକ, ବରିଷ୍ଠ ରାଜନେତା ଓ ବିଜୁ ଜନତା ଦଳର ପୂର୍ବତନ ସାଂସଦ ଶ୍ରାଯୁକ୍ତ ତଥାଗତ ଶତପଥୀ ୬୪ ବର୍ଷ ବୟସ ବୟସରେ କନ୍ଯା ସନ୍ତାନର ପିତା ହେଇଛନ୍ତି।

ତାଙ୍କର ଆଗରୁ ଏକ ପୁତ୍ର ଥିଲେ, ଏ ନେଇ ତାଙ୍କ ଟ୍ବିଟର ଆଙ୍କାଉଣ୍ଟରୁ ଜଣାପଡିଛି, ଗତକାଲି ତାଙ୍କର ଝିଅଟେ ହୋଇଥିବା ବେଳେ ଝିଅର ନାମ ଆଭା ନନ୍ଦିନୀ ଶତପଥୀ ରଖିଛନ୍ତି। ବିଭିନ୍ନ ମହଲରୁ ତଥାଗତଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.