News portal website
before header
[URIS id=5393]

ବଢୁଛି କରୋନା ଗ୍ରାଫ

0 180

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୩୧-୦୫-୨୦୨୧

ରାଜ୍ୟ ରେ କରୋନା ସଂକ୍ରମଣ ଥମିବାର ନା ଧରୁନାହିଁ ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୯୭୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅନୁଗୁଳରୁ ୫୦୫, ବାଲେଶ୍ୱରରୁ ୪୫୨, ବରଗଡରୁ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୧୧୯, ବୌଦ୍ଧରୁ ୨୦୯, କଟକରୁ ୫୯୩, ଦବଗଡରୁ ୫୫, ଢେଙ୍କାନାଳରୁ ୪୦୭, ଗଜପତି ୫୪, ଗଞ୍ଜାମର ୧୨୯, ଜଗତସିଂହପୁରରୁ ୨୮୦, ଜାଜପୁରରୁ ୩୫୪, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦, କେନ୍ଦ୍ରାପଡାରୁ ୩୩୧, କେନ୍ଦୁଝରରୁ ୧୮୦, କୋରାପୁଟରୁ ୧୯୮

ମାଲକାନଗିରି ୧୦୩ ଜଣ ମୟୂରଭଞ୍ଜରୁ ୫୩୨, ନବରଙ୍ଗପୁରରୁ ୨୦୫, ନୟାଗଡରୁ ୨୮୩, ନୂଆପଡ଼ାରୁ ୫୩, ପୁରୀରୁ ୪୦୫, ରାୟଗଡ଼ାରୁ ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩, ସୁନ୍ଦରଗଡ଼ରୁ ୪୬୫ ଏବଂ ଷ୍ଟେଟପୁଲ୍‌ରୁ ବାହାରିଛନ୍ତି ୧୬୨ ଜଣ ଆକ୍ରାନ୍ତ।
ଆଜିର ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୪,୯୯୭ରେ ପହଞ୍ଚିଛି। ସେହିପରି ଆଜି ସୁଦ୍ଧା ୬,୭୦,୫୨୭ ଜଣ କରୋନାରୁ ମୁକ୍ତ ହୋଇଥିବାବେଳେ ରାଜ୍ୟରେ ଏବେ ଆକ୍ଟିଭ କେସ ରହିଛି ୯୧,୬୬୩। ଆଜି ରାଜ୍ୟରେ ପୁଣି ୩୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.