News portal website
before header
[URIS id=5393]

ଦେଶର ଅର୍ଥନୀତି ଉପରେ କୋଭିଡ଼ ମାଡ଼,

0 143

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧-୦୬-୨୦୨୧

ଦେଶ ରେ କରୋନା ର ପ୍ରକୋପ ଜାରୀରହିଛି । ୟାହା ଆମ ଭାରତର ଅର୍ଥନୀତି ଉପରେ ସିଧା ସଳଖ ପ୍ରକୋପ ପଡିଥିବା ଦେଖିବାକୁ ମିଳିଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ମାଇନସ ୭.୩ ପ୍ରତିଶତ। ଯାହା ଗତ ୪୦ ବର୍ଷରେ ସର୍ବନିମ୍ନ । ୨୦୧୯-୨୦ରେ ଥିଲା ୪ ପ୍ରତିଶତ। କୋଭିଡ୍‌ ଯୋଗୁଁ ଅଭିବୃଦ୍ଧି ହ୍ରାସ ପୂର୍ବାନୁମାନ ଥିଲା।


। ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲ-ଜୁନରେ ଅଭିବୃଦ୍ଧି ମାଇନସ ୨୩.୯, ଜୁଲାଇ-ସେପ୍ଟେମ୍ବରରେ ମାଇନସ ୭.୫, ଅକ୍ଟୋବର-ଡିସେମ୍ବରରେ ୦.୪ ପ୍ରତିଶତ ରହିଛି। ୨୦୨୧ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ପ୍ରାୟ ସବୁ କିଛି ଖୋଲିଥିଲା। ତଥାପି ଅଭିବୃଦ୍ଧି ୧.୬ ପ୍ରତିଶତ ରହିଛି। ଏବେ ଚଳିତ ଆର୍ଥିକ ବର୍ଷରେ କିଛି ରାଜ୍ୟ ଏପ୍ରିଲରୁ ଆଉ କିଛି ରାଜ୍ୟ ମେ ମାସରୁ ଲକ୍‌ଡାଉନ ଲଗାଇଛନ୍ତି। ତେଣୁ ୨୦୨୧ରେ ଏପ୍ରିଲ-ଜୁନ୍‌ରେ ଅଭିବୃଦ୍ଧି ହ୍ରାସ ନେଇ ଆଶଙ୍କା ରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
http://facebook.com/AustinNewsMedia
http://facebook.com/AustinNewsMedia

Leave A Reply

Your email address will not be published.