କଟକ / ଅଷ୍ଟିନ୍ ନ୍ୟୁଜ

ତା – ୩୧-୦୫-୨୦୨୧
ପାରାଦୀପର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଓଡ଼ିଆ କଂଗ୍ରେସ ଦଳର ଆଗଧାଡିର ନେତା, ଶ୍ରୀ ବାପି ସର୍ଖେଲ୍ କରୋନାରେ ଅସୁସ୍ଥ ହୋଇ ଚିକିତ୍ସିତ ହୋଉଛନ୍ତି । ତାଙ୍କର ଅସୁସ୍ଥ ଖବରରେ ପାରାଦୀପ ତଥା ଓଡ଼ିଶାର ବହୁ କଂଗ୍ରେସ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରୁଥିବାର ଖବର ହସ୍ତଗତ ହୋଇ ଅଛି।

କଟକ ଜିଲ୍ଲା ଏମ୍ ଏଲ୍ ଏ ମାନନୀୟ ମୁହମ୍ମଦ ମୋକିମ୍ ମଧ୍ଯ ଖବର ପାଇ ଦୁଖଃ ପ୍ରକାଶ କରିଛନ୍ତି। ସେ ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ବୋଲି କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
https://www.youtube.com/AustinNewsMedia
