ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୩୧-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
କରୋନା ସଂକ୍ରମଣ ଗାଁରେ ବଢିଚାଲୁଛି । ଆଜି ଉଦଳା ବଜାରରେ ଥିବା bank of India ରେ ହଜାର ହଜାର ପାସବହି ଧାରୀ ଭିଡ଼ କରିଥିବା ର ଦେଖିବା କୁ ମିଳିଅଛି । ସାଧାରଣତଃ କାଳିଆ ଯୋଜନା ଓ ପ୍ରଧାନ ମନ୍ତ୍ରୀ କୃଷି ଯୋଜନା ମାଧ୍ୟମରେ ଚାଷୀଙ୍କ ଖାତାକୁ ଆସୁଥିବା ଟଙ୍କା ଉଠାଣ ପାଇଁ ଭିଡ଼ ଲାଗିଅଛି ।

କୃଷିଠାରୁ ପେଟ ପୋଷିବାର ଯନ୍ତ୍ରଣା ବଢ଼ିବାରେ ଲାଗିଛି । ଫଳରେ କୃଷି ପାଇଁ ଆସିଥିବା ଅର୍ଥ ପରିବାରର ଭରଣପୋଷଣ ପାଇଁ ଖର୍ଚ୍ଚ କରିବେ ବୋଲି କିଛି ପାସବହି ଧାରୀ କହିଛନ୍ତି । ରୋଜଗାର ପାଇଁ ସରକାରୀ ରୋକ ଫଳରେ bank ରେ ଭିଡ଼ ଲାଗୁଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
