News portal website
before header
[URIS id=5393]

ପ୍ରବାସୀଙ୍କ ଆରଟିପିସିଆର ଟେଷ୍ଟ ହେଉନାହିଁ;କଣ୍ଟାବାଞ୍ଜି ବିଧାୟକ

0 226

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୩୧-୦୫-୨୦୨୧

ଜଗବନ୍ଧୁ ପ୍ରଧାନ

ଓଡ଼ିଶାର ସୀମା ରାଜ୍ୟ ତଥା ଅନ୍ୟ ରାଜ୍ୟମାନଙ୍କର କରୋନା ବୃଦ୍ଧି ପାଇବାରେ ଲାଗିଅଛି । ଏହି ରାଜ୍ୟମାନଙ୍କରୁ ହଜାର ହଜାର ଶ୍ରମିକମାନେ ଟ୍ରେନ , ଭଡା ଗାଡ଼ି ଏପରିକି ବାଇକ ମାଧ୍ୟମରେ ଓଡିଶାକୁ ଆସୁଛନ୍ତି । ଯଦି କିଏ ଧରାପଡୁଛି , ତା’ର ଟେଷ୍ଟ ଠିକ ସେ କରାଯାଉ ନାହିଁ । ସେହି ଶ୍ରମିକ ମାନେ ବିଭିନ୍ନ ନିର୍ମାଣ କାର୍ଯ୍ୟ ସହିତ ଗାଁରେ ବାସିନ୍ଦା ଭାବରେ ରହୁଥିବା ଯୋଗୁଁ କରୋନା ଏବେ ସହର ଅପେକ୍ଷା ଗାଁରେ ବେଶୀ ଦେଖିବାକୁ ମିଳୁଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସରକାର ସେମାନଙ୍କୁ ଆଣ୍ଟିଜେନ ଟେଷ୍ଟ କରି ପଠାଇ ଦେଉଅଛି କିନ୍ତୁ ଆରଟିପିସିଆର ଟେଷ୍ଟ କରାଇ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଙ୍ଘରୋଧ କେନ୍ଦ୍ର ରେ ରହିବା ଉଚିତ । କଟକ ,ଭୂବନେଶ୍ୱର ଓ ବଡ଼ବଡ଼ ଷ୍ଟେସନ ମାନଙ୍କରେ ଆସୁଥିବା ଶ୍ରମିକଙ୍କ ପାଇଁ ଆରଟିପିସିଆର ଟେଷ୍ଟ କରାଯାଇଛି ଅଥଚ କଣ୍ଟାବାଞ୍ଝି ରେ ଏହି ଟେଷ୍ଟ ନହେବା ଯୋଗୁଁ ଗାଁ ଗୁଡିକ ରେ କରୋନା ଗୋଷ୍ଠୀ ସଂକ୍ରମଣ ବଢୁଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଏହାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇ ଅଛନ୍ତି । ସମସ୍ତ ରେଳ ଷ୍ଟେସନ ସହିତ ସୀମାରେ ଆରଟିପିସିଆର ଟେଷ୍ଟ କରାଇଲେ ଓଡ଼ିଶାର ଗାଁମାନଙ୍କର ସଂକ୍ରମଣ ଅଧିକ ହେବ ନାହିଁ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.