News portal website
before header
[URIS id=5393]

ଆଦିବାସୀ ବହୁଳ ଗାଁରେ ଗଡ଼ିଲା କରୋନା ସଚେତନତା ରଥ ..

0 278

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୩୧-୦୫-୨୦୨୧

ଜଗବନ୍ଧୁ ପ୍ରଧାନ

ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣହାର ଆଦିବାସୀ ବହୁଳ ଗ୍ରାମରେ ବଢୁଥିବା ଯୋଗୁଁ କପ୍ତିପଦା ଉପଖଣ୍ଡ ର ଆଇ. ଟି . ଡି . ଏ ତରଫରୁ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନ ରଥ ଉଦଳା ବ୍ଲକ ,ଗୋପବନ୍ଧୁ ନଗର ବ୍ଲକ ,ଓ କପ୍ତିପଦା ବ୍ଲକରେ ଥିବା ଆଦିବାସୀ ବହୁଳ ଗାଁ ରେ ସଚେତନ କରାଯିବ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହି ରଥକୁ ଉଦଳା itda ର ପ୍ରକଳ୍ପ ଅଧିକାରୀ ଦେବଦତ୍ତ ପଣ୍ଡା ଓ ସଚେତନ ଦାୟିତ୍ୱରେ ଥିବା ଅଧିକାରୀ ପ୍ରଣବ ଦାସ ସହିତ ବହୁ ବରିଷ୍ଠ ଅଧିକାରୀ ଉଦଘାଟନ କରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.