Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ!-->!-->!-->!-->!-->…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ଆଉ ୭ହଜାର ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୦ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୧୧ହଜାର ୩୪୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।!-->!-->!-->!-->!-->…
ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୬-୨୦୨୧
ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦିଆ ଯାଇଛି । ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ!-->!-->!-->!-->!-->…
ଦଳିଦେଲା ଦନ୍ତା ହାତୀ:ପ୍ରାଣ ହରାଇଲେ ଯୁବକ।
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ଜଗବନ୍ଧୁ ପ୍ରଧାନ
ତା-୦୬-୦୬-୨୦୨୧
ଦଳିଦେଲେ ଗଜରାଜ ହସ୍ତୀ।ଦନ୍ତାହାତୀ ଚକଟି ମାରି ଦେଇଛି ଜଣେ ଯୁବକକୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନସ୍ଥ କଲମଗଡିଆ ପଂଚାୟତର ରୁଗୁଡି ଗ୍ରାମରେ। ଏହି ଗ୍ରାମର ଭରଡାସାହିର ବାରାସା!-->!-->!-->!-->!-->!-->!-->…
ଚିର ନିଦ୍ରାରେ – “ଶଲାବୁଢ଼ା “ର ନାୟକ ଅଟଳବିହାରୀ ପଣ୍ଡା।
ଅଷ୍ଟିନ୍ ନ୍ଯୁଜ/ସମ୍ବଲପୁର
ତା-୦୬-୦୬-୨୦୨୧
ଶଲାବୁଢ଼ା ନିଧନ।ଆମେ କହୁଛୁ ଶଲାବୁଢ଼ା ସିନେମାର ମୁଖ୍ଯ ଚରିତ୍ରରେ ଅଭିନୟ କରୁଥିବା ଅଟଳବିହାରୀ ପଣ୍ଡାଙ୍କ କଥା। ଗତକାଲି ବିଳମ୍ବିତ ରାତି ପ୍ରାୟ ତିନିଟା ପଇଁଚାଳିଶ୍ ରେ ତାଙ୍କର ଦେହାନ୍ତ ହୋଇଯାଇଛି।
ତେବେ ସେ ବୁର୍ଲା!-->!-->!-->!-->!-->!-->!-->…
ଆଜି ବିଶ୍ଵ ପରିବେଶ ଦିବସ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୫-୦୬-୨୦୨୧
ଜୁନ ମାସ ୫ ତାରିଖ କୁ ସାରା ବିଶ୍ୱ ରେ, ପରିବେଶ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ଵ ପରିବେଶ ଦିବସ ପାଳନ କରାଯିବ ପଛରେ ଏକ କାରଣ ରହିଛି। ତାହା ହେଉଛି ପରିବେଶ ର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା।
ପ୍ରଥମ ଥର ପାଇଁ ଏହି ଦିବସ!-->!-->!-->!-->!-->!-->!-->!-->!-->…
ଉନ୍ନତ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଧାରଣାରେ ବସିଲେ ଭଞ୍ଜସେନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୬-୨୦୨୧
ମୟୂରଭଞ୍ଜ କୋଭିଡ଼ ଡାକ୍ତରଖାନାର ଉନ୍ନତ ମାନର ରୋଗୀ ସେବା ପାଇଁ 'ଭଂଜସେନା ' ପ୍ରତିଷ୍ଠାତାଙ୍କର ଧାରଣା । ଆଉ ଅଳ୍ପ ସମୟ ପରେ ଧାରଣା ସରିବ ହେଲେ ସରକାରୀ ଅଧିକାରୀ କଣ ପଦକ୍ଷେପ ନେଲେ ତାହା ଜଣା ପଡି ନାହିଁ ।
ଯେ!-->!-->!-->!-->!-->!-->!-->…
ଏଥର ବି ଗଡିବନି ରଥ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୪-୦୬-୨୦୨୧
ପୂର୍ବଥର ପରି ଏଥର ମଧ୍ୟ କଟକରେ ଆୟୋଜନ ହେବନାହିଁ ଶ୍ରୀଜୀଉଙ୍କ ରଥଯାତ୍ରା। ମହାମାରୀ ର ଭାୟ ପାଇଁ ଲଗାତାର ଭାବେ ଦ୍ଵିତୀୟ ବର୍ଷ ପାଇଁ ଏଭଲି ପରିସ୍ଥିତି ଉପୁଜିଛି।କଟକ ସହର ବହୁ ପ୍ରମୁଖ ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା କୁ ନେଇ!-->!-->!-->!-->!-->…
ପେଟ୍ରୋଲ ପମ୍ପ ରେ ଗଣ୍ଡଗୋଳ ; ୨ ଗିରଫ
କଟକ/ଅଷ୍ଟିନ୍ ନ୍ୟୁଜ
୦୪-୦୬-୨୦୨୧
କଟକ ଜଗତପୁର ନିକଟସ୍ତ ଗୋଲେଇ ଛକ ପେଟ୍ରୋଲ ପମ୍ପ ଠାରେ ଦୁଇଜଣ ଲୋକ ଗାଡିରେ ତେଲ ପକାଇବାକୁ ଆସି ସେଠାରେ ଅନ୍ୟ ଜଣେ ଗ୍ରାହକଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରିଥିଲେ। ତା ସହ ପେଟ୍ରୋଲ ପମ୍ପର ମ୍ୟାନେଜର ଓ କର୍ମଚାରୀ ଙ୍କ ସହିତ ମଧ୍ୟ ଗଣ୍ଡଗୋଳ!-->!-->!-->!-->!-->…
ମଧ୍ୟପ୍ରଦେଶରେ ବାହା ହେଲେ ଦବାକୁ ପଡ଼ିବ ଭ୍ୟାକ୍ସିନେସନ ସାର୍ଟିଫିକେଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୪-୦୬-୨୦୨୧
ମଧ୍ୟପ୍ରଦେଶ ସରକାର ଲକଡାଉନ କରି ରାଜ୍ୟରେ ବିବାହ ଉତ୍ସବକୁ ଅନୁମତି ଦେବା ପରେ ବାଲାଘାଟର ୱାରାସୋନିରେ ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ଦମ୍ପତିଙ୍କୁ ବିବାହ ପାଇଁ ଟୀକାକରଣ ପ୍ରମାଣପତ୍ର ଦେବା!-->!-->!-->!-->!-->…
