News portal website
before header
[URIS id=5393]

ଏଥର ବି ଗଡିବନି ରଥ

0 326

କଟକ / ଅଷ୍ଟିନ୍ ନ୍ୟୁଜ

Notice


ତା – ୦୪-୦୬-୨୦୨୧


ପୂର୍ବଥର ପରି ଏଥର ମଧ୍ୟ କଟକରେ ଆୟୋଜନ ହେବନାହିଁ ଶ୍ରୀଜୀଉଙ୍କ ରଥଯାତ୍ରା। ମହାମାରୀ ର ଭାୟ ପାଇଁ ଲଗାତାର ଭାବେ ଦ୍ଵିତୀୟ ବର୍ଷ ପାଇଁ ଏଭଲି ପରିସ୍ଥିତି ଉପୁଜିଛି।କଟକ ସହର ବହୁ ପ୍ରମୁଖ ଜଗନ୍ନାଥ ମନ୍ଦିର ରେ ରଥଯାତ୍ରା କୁ ନେଇ ଅନିଶ୍ଚିତତା ଦେଖା ଦେଇଛି। କୌଣସି ମନ୍ଦିର ତରଫରୁ ଏବେ ସୁଦ୍ଧା ରଥ ଅନୁକୂଳ ବା ନିର୍ମାଣ କାର୍ୟ ଦେଖିବାକୁ ମିଳିନାହିଁ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

କେବଳ ଶ୍ରୀକ୍ଷେତ୍ର ଠାରେ ବିନା କୌଣସି ଭକ୍ତ ସମାବେଶ ରେ ରଥଯାତ୍ରା କରିବାକୁ ଅନୁମତି ମିଳିଛି।ପୁରୀ ଶ୍ରୀମନ୍ଦିରର ଛଡା ଅନ୍ୟ କୌଣସି ମନ୍ଦିରକୁ ଅନୁମତି ମିଳିପାରିନାହିଁ। ଏଥର ରଥଯାତ୍ରା ପାଇଁ କୌଣସି ପ୍ରସ୍ତୁତି କରାଯାଉନାହିଁ। ରଥ ଅନୁକୂଳ କିମ୍ବା ରଥ ନିର୍ମାଣ ମଧ୍ୟ କରାଯାଇନାହିଁ। ରଥ ନିର୍ମାଣ ର ସମସ୍ତ ଖର୍ଚ୍ଚ କମିଟି ପକ୍ଷ୍ୟରୁ ଦିଆଯାଇଥିଲେ ହେଁ, ରଥ ହେବାର ସମ୍ଭାବନା କମ ଥିବାରୁ ଏଥର ରଥ କରାଯାଇନାହିଁ ବୋଲି, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଭିକାରୀ ଦାସ, କହିଛନ୍ତି। ଗତବର୍ଷ ପରି ମନ୍ଦିର ଭିତରେ ସମସ୍ତ ନୀତି ନିଷ୍ଠା ର ସହ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.