News portal website
before header
[URIS id=5393]

ଗାଁ ରେ ଆଡ୍ଡା ଜମେଇଛି ଚୋରା ମଦ ବେପାର

0 383

ଚୋରା ମଦବେପାରୀଙ୍କୁ ଧରିବେ କି ବାଲିଚନ୍ଦ୍ରପୁର ଥାନାଧିକାରୀ?

କଟକ / ଅଷ୍ଟିନ୍ ନ୍ୟୁଜ

ତା – ୦୩-୦୫-୨୦୨୧

ଗାଁ ରେ ଆଡ୍ଡା ମେଲାଇଛି ଚୋରା ମଦ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସତେ ଯେମିତି ଗୋଟିଏ ସୁବର୍ଣ୍ଣ ସୁଯୋଗ ନେଇଆସିଛି। ରାତି ଅନ୍ଧାରରେ ବେଶ୍ଆଡ୍ଡା ଜମୁଛି ଚୋରା ମଦ ର ଆସର। ଗାଁ ଗାଁ ରେ ମେଳି କରି ମଦ୍ୟପ ମାନେ ମଉଜ କରୁଛନ୍ତି।

ବାଲିଚନ୍ଦ୍ରପୁର ଥାନା ଅଧିନ, କୋଲଣଗିରି ରଇପୁର, ସାଉଡିଆ, ବରପଦା, ବଡବାଲିକୁଦା, ମଝିପଡା ଓ ଗୋପାଳପୁର୍ ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଖୋଲା ଖୋଲି ଭବରେ ବହୁମାତ୍ରାରେ ଚୋରା ମଦ ବିକ୍ରି ଚାଲିଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

କୋଲଣଗିରି ପଞ୍ଚାୟତର ହଳଧରପୁର୍ ମାଉଣ୍ଟ, ରଇପୁର ପଞ୍ଚାୟତର ରଇପୁର, ପାଥପୁର୍, ସାଉଡିଆ ପଞ୍ଚାୟତର ବାଲିକୁଦା, ଓ ନିଆଳି ବଡ ବାଲିକୁଦା ପଞ୍ଚାୟତ, ବାଲିକୁଦା ଓ ଜନକ, ମଝିପଡା ପଞ୍ଚାୟତର ଚଣ୍ଡିଆ, ଉଦୟଗିରି କଳାଶ୍ରୀ ଆଦି ଗ୍ରାମର ଏକାଧିକ ସ୍ଥାନରେ ଚୋରା ମଦ ବିକ୍ରୟ କରାଯାଉଥିବା ଅଭିଯୋଗ ହୋଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia


Leave A Reply

Your email address will not be published.