News portal website
before header
[URIS id=5393]

ବିଶ୍ଵ ହାସ୍ୟ ଦିବସ

0 177

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୦୨-୦୫-୨୦୨୧

ଇଂରାଜୀରେ କୁହାଯାଏ “ଲଫ୍ଟର୍ ଇଜ୍ ଦି ବେସ୍ଟ ମେଡିସିନ।” ସବୁବେଳେ ହସଖୁସିରେ ରହିବ ଭଲା ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି, ତାହା ପ୍ରକୃତରେ ଆପଣଙ୍କୁ ସୁସ୍ଥସବଳ ରଖିପାରିବ? ଆଜି ୱାର୍ଲ୍ଡ ଲଫ୍ଟର ଡେ ଉପଲକ୍ଷେ ଆସନ୍ତୁ ଜାଣିବା ହାସ ର କେତୋଟି ଫାଇଦା।

ହସିବାର ଉପକାରିତା

ହାସ୍ୟ ଏକ ଶକ୍ତିଶାଳୀ ଔଷଧ। ଏହା ଆପଣଙ୍କୁ ନିଜର ଶାରୀରିକ ଓ ମାନସିକ ସୁସ୍ଥତା କୁ ସୁଦୃଢ ରଖିବାରେ ବିଶେଷ ସାହାଯ୍ୟ କରିଥାଏ। ଏହା ଆପଣଙ୍କ ପ୍ରତିରକ୍ଷା କ୍ଷମତା କୁ ମଜବୁତ କରିବା ସହ ଆପଣଙ୍କ ମୁଡ୍ କୁ ସବୁବେଳେ ସକାରାତ୍ମକ ରଖିଥାଏ ଏବଂ କୌଣସି ପ୍ରକାରର ଜନ୍ତ୍ରଣା ରୁ ଉପସମ ଦେଇଥାଏ। ଏହା ଆପଣଙ୍କୁ ମାନସିକ ଚାପ ଠାରୁ ମଧ୍ୟ ଦୁରେଇ ରଖିଥାଏ।

ହସିବ ଦ୍ଵାରା ଆପଣଙ୍କ ସମ୍ପୂର୍ଣ୍ଣ ଶରୀର କରିଦେଇଥାଏ।

ହାସ୍ୟ ଓ ପ୍ରତିରୋଧକ ତନ୍ତ୍ର

ହସିବ ଦ୍ଵାରା ସ୍ଟ୍ରେସ୍ ହରମୋନ କମାଇଥାଏ ଓ ପ୍ରତିରୋଧକ କୋଷ ବଢ଼ିଥାଏ। ଏହା ବିଭିନ୍ନ ରୋଗ ଓ କିଟଙ୍କୁ ଠାରୁ ଆମକୁ ବଞ୍ଚାଇଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇଥାଏ।

ହୃଦୟକୁ ସୁସ୍ଥ ରଖେ ହାସ୍ୟ

ହସିବ ସ୍ଵର ରକ୍ତ ବାହିକାମାନେ ଅଧିକ ଭଲା ଭବରେ କାମ କରିଥାନ୍ତି, ଫଳାରେ ରକ୍ତ ସଞ୍ଚାଳନ ଅଧିକ ତ୍ୱରାନ୍ୱିତ ହୋଇଥାଏ। ଏହା ଆପଣଙ୍କୁ ହୃଦଘାତ ସମ୍ବନ୍ଧିତ ରୋଗ ରୁ ରକ୍ଷା କରିଥାଏ।

ମୋଟାପା କମ୍ କରାଏ ହାସ

ଗୋଟିଏ ଗବେଷଣା ରୁ ଜଣାପଡିଛି ଯେ ଦୈନିକ ୧୦ – ୧୫ ମିନିଟ୍ ହସିଲେ ଆପଣ ୪୦ କ୍ୟାଲୋରି ପର୍ଯ୍ୟନ୍ତ କମ୍ କରିପାରିବେ। ଯାହାକି ଗୋଟିଏ ବର୍ଷ ଭିତରେ ୩-୪ ପାଉଣ୍ଡ ଓଜନ୍ ହ୍ରାସ କରିବାରେ ସାହାଯ୍ୟ କରିପାରିବ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ହସିବ ଦ୍ଵାରା ଆୟୁଷ ବଢ଼ିଥାଏ

ନରୱେ ର ଏକ ଗବେଷଣା ରୁ ଜଣା ପଡିଚି ଯେ ଅଧିକ ହସୁଥିବା ଲୋକଙ୍କ ଆୟୁଷ କମ୍ ହସୁଥିବା ଲୋକ ଙ୍କ ତୁଳନା ରେ ବହୁ ଅଧିକ ଏବଂ ବିଶେଷକରି ଏହାର ଉପକାରିତା କ୍ଯାନ୍ସର ବା କର୍କଟ ରୋଗ ର ନିରାକରଣ ରେ ଦେଖିବାକୁ ମିଳିଥିଲା।

ଆଜିର କୋରୋନା ମହାମାରୀ ସମୟରେ ହସିବ ବଡ କଟକର ହୋଇପଡିଛି। କିନ୍ତୁ ଚେଷ୍ଟା କରିଲେ କଣ ବା ଅସମ୍ଭବ? ଏହି ସମୟରେ ଆମକୁ ଅଧିକ ହସିବ ଆବଶ୍ୟକ, ଯାହାକି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ କୋରୋନା ମହାମାରୀ ସହ ଲଢିବାକୁ ସାହାଯ୍ୟ କରିପାରିବ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.