କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧୭-୦୫-୨୦୨୧
ଆପଣ ମାନେ ଜାଣିଥିବେ, ଯାଜପୁର ଜିଲ୍ଲାରେ ବିଧବା ମାନଙ୍କୁ ଦିଆଯାଇଥିବା ଭତ୍ତା ସାଧବମାନେ ନଉଥିବା ଖବର ସାରା ରାଜ୍ୟରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ଏବେ ପୁଣିଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କରୋନା ସମୟରେ ମରିଯାଇଥିବା ଲୋକ ଙ୍କ ନାମରେ ଭତ୍ତା ଚଳୁ ହେଉଥିବା ସାମ୍ନାକୁ ଆସିଛି।
କୋରେଇ ବ୍ଲକ୍ ର ଗୋଟିଏ ପଞ୍ଚାୟତ ମୁକୁନ୍ଦପୁରରେ ୪୪ ଜଣ ମୃତ ଲୋକଙ୍କ ନାମରେ ଦୀର୍ଘଦିନ ଧରି ଭତ୍ତା ଟଙ୍କା ଚଳୁ ହେଉଛି। ଧରାପଡିବା ପରେ ସେମାନଙ୍କ ନାଁ କୁ ବାଦ ଦିଆଯାଇଥିବା ଜଣ ପଡିଛି।

ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି ଯେ ଭୂତ ଖାଉଥିବା ଏହି ଟଙ୍କା କେବେ ଆଦାୟ ହେବ ? ସେ ଟଙ୍କା କିଏ ଖାଇଛି? ଏବଂ ଆଗରୁ ଏମାନଙ୍କ ଯାଂଚ କରାଯାଇ ପଞ୍ଜୀକରଣ କରାଯାଇନଥିଲା କାହିଁକି?

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
