News portal website
before header
[URIS id=5393]

ରାଜ୍ୟରେ କରୋନା ପୁଣି ଲମ୍ବାଡିଆଁ । ଗତ ୨୪ ଘଣ୍ଟାରେ ୧୦୭୫୭ ଚିହ୍ନଟ ।

0 170

ରାଜ୍ୟରେ ହୁ ହୁ ହୋଇବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୧୦୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ ୯୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Notice

ସେହିପରି ଖୋର୍ଦ୍ଧା ରୁ ୯୦୯ ଓ ସୁନ୍ଦରଗଡରୁ ୮୩୨ ଅନୁଗୁଳରୁ ୬୦୬, ବାଲେଶ୍ୱରରୁ ୩୫୪, ବରଗଡରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗରରୁ ୫୦୭ ନୂଆପଡ଼ାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୫୪, ଝାରସୁଗୁଡ଼ାରୁ ୩୮୮ ଏବଂ ଗଞ୍ଜାମ ଜିଲ୍ଲାରୁ ୨୦୯, ବୌଦ୍ଧ ଜିଲ୍ଲାରୁ ୧୩୩, ଦେବଗଡରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଜଗତ୍‌ସିଂହପୁରରୁ ୨୧୯, ଜାଜପୁରରୁ ୨୮୧, ଝାରସୁଗୁଡାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨ ,

ଅନ୍ୟପକ୍ଷେ ମାଲକାନାଗିରିରୁ ୧୨୩, ନବରଙ୍ଗପୁରରୁ ୩୮୬, ନୟାଗଡରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫ ଏବଂ ଷ୍ଟେଟ ପୁଲ୍‌ରୁ ୨୦୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଆଜିକୁ ମିଶାଇ ରାଜ୍ୟରେମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୨୨,୯୮୧ ରହିଛି। ସେହିପରି ସୁସ୍ଥ ହୋଇଛନ୍ତି ୫,୧୪,୫୩୨। ରାଜ୍ୟରେ ଏବେ ଆକ୍ଟିଭ କେସ ୧,୦୬,୦୬୧ ରହିଛି ।

Leave A Reply

Your email address will not be published.