Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଦେଲେନି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଆଜି ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଚଳିତ ବର୍ଷ ଓଡ଼ିଶା ବିଧାନସଭାରେ ଭୋଟ୍ ଦେଲେ ୧୪୫ ବିଧାୟକ। ତେବେ ଅସୁସ୍ଥତା କାରଣରୁ ଦିଲ୍ଲୀରେ ଭୋଟ୍ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କିନ୍ତୁ କେବଳ ଭୋଟ୍ ଦେବାକୁ ଆସିଲେନି ବିଧାୟକ ପ୍ରଶାନ୍ତ!-->…
ଭାଇରାଲ ହେଲା ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କଲେ ଯାଜପୁର ଡିଇଓ
ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ସସପେଣ୍ଡ ହେଲେ ଯାଜପୁର ଜିଲ୍ଲା ବାହାଦୁରନଗର ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ । ବଡ଼ଚଣା!-->…
ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବାରୁ ମୋକିମଙ୍କୁ ପ୍ରଶଂସାରେ ପୋତିଲେ ଧର୍ମେନ୍ଦ୍ର
ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିରୁ ବାହାରକୁ ଯାଇ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ମୋକିମ ନିଜେ ମିଡିଆ ଆଗରେ ଏହି କଥା ସ୍ୱୀକାର କରିଛନ୍ତି। ଏହାକୁ ନେଇ ଓଡିଶା କଂଗ୍ରେସରେ!-->…
କୋଡ଼ିଏ ଜଣଙ୍କୁ ଆଜୀବନ ଜେଲ୍
ଗୋଟିଏ ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସରକାରୀ ଜମିର ଚାକୁଣ୍ଡା ଗଛକୁ କେନ୍ଦ୍ର କରି ୨୦୧୨ରେ କଣାସ ଥାନା ଗଳାଜିପିପୁରରେ!-->…
ସାଇବର ଲୁଟ୍ର ଶିକାର ହେଲେ ସରକାରୀ ଶିକ୍ଷକ
ସାଇବର ଲୁଟ୍ର ଶିକାର ହେଲେ ସରକାରୀ ଶିକ୍ଷକ। କ୍ରେଡିଟ୍ କାର୍ଡରୁ ସାଇବର ଠକ ନେଇଗଲେ ୭୩ ହଜାର ଟଙ୍କା। କ୍ରେଡିଟ୍ କାର୍ଡର ବାର୍ଷିକ ଫି’ ଛାଡ଼ ପାଇଁ ସାଇବର ଠକ ଫୋନ୍ କରିଥିଲେ। ସମସ୍ତ ତଥ୍ୟ ଏବଂ ଓଟିପି ନେବା ପରେ ଟଙ୍କା ନେଇଗଲେ ଦୁର୍ବୁତ୍ତ। ଖୋର୍ଦ୍ଧା ବାଣପୁରର ଏହି ଶିକ୍ଷକ ସାଇବର!-->…
କାର୍ ଧକ୍କାରେ ଭାଙ୍ଗିଲା ଏସପିଙ୍କ ବାସଭବନ ପାଚେରି
କାର୍ ଧକ୍କାରେ ଭାଙ୍ଗିଲା ଏସପିଙ୍କ ବାସଭବନ ପାଚେରି । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ମୁତାବକ ଜଣେ ଆଇନଜୀବୀଙ୍କ ଗାଡ଼ି ଦୁର୍ଘଟଣା ଘଟାଇଥିବା କୁହାଯାଉଛି। ସମ୍ପୃକ୍ତ ଆଇନଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ପୋଲିସ।
ମୋଦୀଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଧନଖଡ଼
ପିଏମ୍ ମୋଦୀଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ‘ଏନ୍ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ଼ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ‘ବିଜେପି’!-->…
ଦ୍ରୌପଦୀଙ୍କୁ ଭୋଟ ଦେଲେ ମୋକିମ୍ ତାରା କହିଲେ ଦଳୀୟ ନିର୍ଦ୍ଦେଶ ମାନିନଥିଲେ କାର୍ଯ୍ୟାନୁଷ୍ଠାନ
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି , " ଯଶବନ୍ତ ସିନ୍ନାଙ୍କୁ ଭୋଟ ଦେବା ପାଇଁ ହାଇକମାଣ୍ଡଙ୍କ!-->…
NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍
ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି ମୋକିମ୍ । ସେ କହିଛନ୍ତି ଯେ, " ଓଡ଼ିଆ ଭାବାବେଗ ଓ ଓଡ଼ିଆ ଝିଅକୁ ସମ୍ମାନ ଦେଇ ଭୋଟ ଦେଇଛି। "ନିଜ ବିବେକ!-->…
ସପିଂ ମଲକୁ କରାଯିବ ଟୀକାକରଣ କେନ୍ଦ୍ର
ଯୁବଗୋଷ୍ଠୀଙ୍କୁ ଟିକାକରଣ ପ୍ରତି ଆକୃଷ୍ଟ କରିବାକୁ ବିଏମସିର ନୂଆ ପଦକ୍ଷେପ। ଏଣିକି ପୂର୍ବଭଳି ପୁଣି ଥରେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲକୁ ଟୀକାକରଣ କେନ୍ଦ୍ର କରାଯିବ। ଏଥିରେ କେବଳ 18ରୁ 59 ବର୍ଷ ବୟସ ବର୍ଗଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା!-->…
