News portal website
before header
[URIS id=5393]

ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି

0 182

ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। ତେବେ ସୁପ୍ରିମ କୋର୍ଟରେ ସେ ପେଗାମ୍ବର ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ଏଫଆଇଆର ସମ୍ପର୍କରେ ଅପିଲ କରିଥିଲେ। ଆଜି ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ଶୁଣାଣି ହୋଇଥିଲା। ତାଙ୍କୁ ଏବେ ସୁପ୍ରିମ କୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି। କୋର୍ଟ କହିଛନ୍ତି ଯେ ବର୍ତ୍ତମାନ କୌଣସି ରାଜ୍ୟର ପୋଲିସ ତାଙ୍କୁ ଗିରଫ କରିବା ଉଚିତ୍ ନୁହେଁ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ ହେବ।

Notice
Leave A Reply

Your email address will not be published.