News portal website
before header
Browsing Category

ଦେଶ ବିଦେଶ

ଆଜି ବିଶ୍ଵ ବାଇସାଇକଲ୍ ଦିବସ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୦୩-୦୬-୨୦୨୧ ଆଜି ହେଉଛି ବିଶ୍ୱ ବାଇସାଇକଲ୍ ଦିବସ। ୨୦୧୮ ମସିହା, ଜାତିସଂଘ ର ସାଧାରଣ ପରିଷଦ ରେ ଏହି ଦିନ କୁ ବିଶ୍ଵ ବାଇସାଇକଲ୍ ଦିବସ ଭବରେ ପାଳନ କରିବାକୁ ସ୍ୱୀକୃତି ମିଳିଥିଲା। ଲେସ୍ଜେକ୍ ସାଇବିଲ୍ସକି, ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ଏହି ଭଳି…

ଭ୍ୟାକସିନ ବ୍ୟବହାର ପାଇଁ WHO ପକ୍ଷରୁ ଚୀନକୁ ମିଳିଲା ମଞ୍ଜୁରୀ

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ବରେ ଭ୍ୟାକସିନ ଅଭିଯାନ ଚାଲିଥିବା ବେଳେ । ଏହାସହ ମେଡିକାଲ ରିସର୍ଚ୍ଚ କମ୍ପାନୀ ଔଷଧ ବାହାର କରିବାରେ ଲାଗି ପଡିଥିଲେ । ଏହି ସମୟ ମଧ୍ୟରେ ଅନେକ କମ୍ପାନୀ ଭ୍ୟାକସିନ ବାହାର କରି ବ୍ୟବହାର ପାଇଁ ନିଷ୍ପତି ନିଆଯାଇଛି । ଗତମାସ ଚୀନର ସିନୋଫ୍ରାମ…

ନବୀନ ଲେଖିଲେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି; ଲେଖିଲେ ଏମିତି …..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୨-୦୬-୨୦୨୧ ସ୍ବଧୀନତା ପରେ ଏହା ହେଉଛି ସବୁଠାରୁ ବଡ ଆହ୍ୱାନ ଏବଂ ସମସ୍ତ ରାଜ୍ୟ ଆଗକୁ ଆସିବା ଉଚିତ, ସଂଘିୟ ସହଯୋଗ ବ୍ଯବସ୍ତା ପାର୍ଥକ୍ୟକୁ ପୃଥକ କରିବା, ଜୀବନ ଏବଂ ଜୀବିକା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…

ସୁପ୍ରିମକୋର୍ଟ କେନ୍ଦ୍ରର ଟିକାକରଣ ନିତିକୁ ଅଯୌକ୍ତିକ ଭିତ୍ତିକ ଦର୍ଶାଇଛନ୍ତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୨-୦୬-୨୦୨୧ ୪୫ ବର୍ଷର ଉର୍ଦ୍ଧ ବୟସ ଶ୍ରେଣୀକୁ ମାଗଣା ଟୀକାକରଣ ଏବଂ ନିମ୍ନରେ ଥିବା ବ୍ୟକ୍ତିଙ୍କ ପାଇଁ ଦେୟ ପ୍ରଦାନ ପ୍ରଣାଳୀ କେନ୍ଦ୍ରର ନୀତି ହେଉଛି ଅଯୌକ୍ତିକ" ବୋଲି ସୁପ୍ରିମକୋର୍ଟ ଆଜି ଏହି ବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି।…

ନେସଲେର ଷାଠିଏ ପ୍ରତିଶତ ଖାଦ୍ୟ ଅସ୍ବାସ୍ଥ୍ୟକର!

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍ ତା-୦୨-୦୬-୨୦୨୧ ପୁଣିଥରେ ବିବାଦରେ ନେସଲେ କମ୍ପାନୀ। ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ…

ବାତିଲ୍ ହେଲା ସିବିଏସଇ ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା

କଟକ/ଅଷ୍ଟିନ୍ ନ୍ୟୁଜ ତା - ୨-୦୬-୨୦୨୧ ବଢୁଥିବା କରୋନା ସଂକ୍ରମଣ କୁ ନଜରରେ ରଖି ସି. ବି. ଏସ୍. ଇ. ଦ୍ଵାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା କୁ ବାତିଲ କରାଯାଇଛି। ଛାତ୍ରଛାତ୍ରୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଲି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରି ନରେନ୍ଦ୍ର ମୋଦୀ…

ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୬-୨୦୨୧ ଚୀନ କୁ ମିଳିବ କଡ଼ା ଜବାବ । ଭାରତ ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ଠାରୁ ବର୍ତ୍ତମାନ ଭାରତୀୟ ସେନା ବିଶେଷ ପ୍ରସ୍ତୁତି ଚଳାଇଛି । ଲଦାଖ ଅଞ୍ଚଳରେ ଚୀନ୍ ସେନା ଆକ୍ରମଣର ଜବାବ ଦେବା ପାଇଁ ସ୍ୱୟଂ ଚାଳିତ K-9…

ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୬-୨୦୨୧ ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବ ଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି। ଏହାସହ…

ଆଗାମୀ ଦୁଇ ଦିନ ଭିତରେ ସିବିଏସଇ ପରୀକ୍ଷା ନିଷ୍ପତ୍ତି।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୬-୨୦୨୧ ଚଳିତବର୍ଷ ସିବିଏସ୍‌ଇ-ଆଇସିଏସ୍‌ଇ ଦ୍ବାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ଆଗାମୀ ୨ ଦିନ ମଧ୍ୟରେ ନିଷ୍ପଭି ନିଆଯାଇପାରେ। କେନ୍ଦ୍ର ସରକାର ଗୁରୁବାର ଏ ସମ୍ପର୍କିତ ଯୋଜନା ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ…

ରେକର୍ଡ ସ୍ରୁଷ୍ଟି କଲା ଜି. ଡି. ପି

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧-୦୬-୨୦୨୧ କରୋନା ର ଶକ୍ତ ଝଟକା ରେ ଭୁଶୁଡ଼ି ପଡ଼ିଛି ଜାତୀୟ ଅର୍ଥନୀତି। ଯାହା ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧିରେ ରେକର୍ଡ ହ୍ରାସ ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ରେ ଅଭିବୃଦ୍ଧି ସଙ୍କୁଚିତ ହୋଇ -୭.୩% ରହିଛି। ବିଗତ ୪୦ ବର୍ଷ ରେ ଏହା ହେଉଛି…