News portal website
before header
[URIS id=5393]

ଆଜି ବିଶ୍ଵ ବାଇସାଇକଲ୍ ଦିବସ

0 188

କଟକ /ଅଷ୍ଟିନ୍ ନ୍ୟୁଜ

Notice


ତା – ୦୩-୦୬-୨୦୨୧


ଆଜି ହେଉଛି ବିଶ୍ୱ ବାଇସାଇକଲ୍ ଦିବସ। ୨୦୧୮ ମସିହା, ଜାତିସଂଘ ର ସାଧାରଣ ପରିଷଦ ରେ ଏହି ଦିନ କୁ ବିଶ୍ଵ ବାଇସାଇକଲ୍ ଦିବସ ଭବରେ ପାଳନ କରିବାକୁ ସ୍ୱୀକୃତି ମିଳିଥିଲା। ଲେସ୍ଜେକ୍ ସାଇବିଲ୍ସକି, ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ଏହି ଭଳି ଏକ ଦିବସ ପାଳନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ତାଙ୍କର ଏହି ଉଦ୍ୟମ କୁ ପ୍ରଥମେ ତୁର୍କମେନିସ୍ଥାନ ଓ ପରବର୍ତ୍ତୀ ସମୟରେ ଅନ୍ୟ ଛପନ ଟି ରାଷ୍ଟ୍ର ସମର୍ଥନ କରିଥିଲେ। ଏହି ଦିବସ ପାଳନ ର ମୂଳ ଲକ୍ଷ୍ୟ ହେଉଛି ଗୋଟିଏ ବାର୍ତ୍ତା କୁ ପ୍ରଚାର କରିବା। ତାହା ହେଉଛି “ବାଇସାଇକଲ୍ ସମସ୍ତ ମଣିଷଙ୍କର, ଓ ସମସ୍ତ ମଣିଷଙ୍କ ପାଇଁ”।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]


ତେବେ ବାଇସାଇକଲ୍ କୁ ନେଇ କିଛି ରୋଚକ ତଥ୍ୟ ଆପଣମାନେ ଜାଣନ୍ତି କି? ନେଦରଲ୍ୟାଣ୍ଡ ରେ ମଣିଷଙ୍କ ସଂଖ୍ୟାଠାରୁ, ବାଇସାଇକଲ୍ ର ସଂଖ୍ୟା ଅଧିକ। ଆଜି ର ଦୁନିଆ ରେ ବାଇସାଇକଲ୍ ପ୍ରତି ବଢୁଥିବା ଉତ୍ସାହ କୁ ଦେଖି ବାଇସାଇକଲ୍ କମ୍ପାନୀ ମାନଙ୍କରେ ଅନେକ୍ ଡିଜାଇନ୍ ଓ ବିଭିନ୍ନ ସୁବିଧା ଥିବା ବାଇସାଇକଲ୍ ନିର୍ମିତ ହେଉଥିବାବେଳେ ଚୀନ୍ ହେଉଛି ସାରା ବିଶ୍ୱରେ, ବାଇସାଇକଲ୍ ଉତ୍ପାଦନ କରିବାରେ ନମ୍ଵର୍ ୱାନ। ବିଶ୍ୱର ଶତକଡା ଛସଠି ପ୍ରତିଶତ ବାଇସାଇକଲ୍, ଚୀନ୍ ରେ ତିଆରି ହୋଇଥାଏ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.