News portal website
before header
[URIS id=5393]

ଭ୍ୟାକସିନ ବ୍ୟବହାର ପାଇଁ WHO ପକ୍ଷରୁ ଚୀନକୁ ମିଳିଲା ମଞ୍ଜୁରୀ

0 123

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ବରେ ଭ୍ୟାକସିନ ଅଭିଯାନ ଚାଲିଥିବା ବେଳେ । ଏହାସହ ମେଡିକାଲ ରିସର୍ଚ୍ଚ କମ୍ପାନୀ ଔଷଧ ବାହାର କରିବାରେ ଲାଗି ପଡିଥିଲେ । ଏହି ସମୟ ମଧ୍ୟରେ ଅନେକ କମ୍ପାନୀ ଭ୍ୟାକସିନ ବାହାର କରି ବ୍ୟବହାର ପାଇଁ ନିଷ୍ପତି ନିଆଯାଇଛି ।

Notice


ଗତମାସ ଚୀନର ସିନୋଫ୍ରାମ କମ୍ପାନୀ ଦ୍ୱାରା ତିଆରି ହୋଇଥିବା କରୋନା ଭ୍ୟାକସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ମିଳିଥିଲା । ପଶ୍ଚିମ ଦେଶମାନଙ୍କ ମଧ୍ୟରୁ ଚୀନ ପ୍ରଥମ ରାଷ୍ଟ୍ର, ଯାହାକୁ ଏହି ମଞ୍ଜୁରୀ ମିଳିଛି । ଏବେ ପର୍ଯ୍ୟନ୍ତ ଫାଇଜର, ଆଷ୍ଟ୍ରୋଜେନେକା , ଜନସନ ଆଣ୍ଡ ଜନସନ , ମଡର୍ଣ୍ଣା ଭଳି ଭ୍ୟାକସିନକୁ ମଞ୍ଚୁରି ଦିଆ ଯାଇସାରିଛି

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.