News portal website
before header
Browsing Category

ଓଡିଶା

ବିଭିନ୍ନ ଆମ୍ବୁଲାନ୍ସ ସେବା ପାଇଁ ସର୍ବାଧିକ ଦର ନିର୍ଦ୍ଧାରଣ କଲେ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ରାଜ୍ୟରେ ବିଭିନ୍ନ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ବେସିକ୍ ଆମ୍ବୁଲାନ୍ସ ସେବା ଏବଂ ଆଡଭାନ୍ସ ଆମ୍ବୁଲାନ୍ସ ସେବା ଲାଗି ଆଜି ରାଜ୍ୟ ସରକାର ଦର ନିର୍ଦ୍ଧାରଣ କରିଛନ୍ତି ଏବଂ ଏହା ଆଜିଠୁ ଲାଗୁ ହେବାକୁ ନିଷ୍ପତି ହୋଇଛି ।…

WHOର ସପ୍ତାହିକ ରେପୋର୍ଟ ଅନୁଯାୟୀ ଭାରତରେ ହ୍ରାସ ହେଉଛି ସଂକ୍ରମଣ ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୋମବାର ଆହୁରି ହ୍ରାସ ହୋଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାରରୁ ତଳକୁ ଆସିଛି। ତେବେ ପରୀକ୍ଷଣ ଅଭାବରୁ ଦେଶର ଗ୍ରାମାଞ୍ଚଳରେ ବ୍ୟାପୁଥିବା ସଂକ୍ରମଣର ବାସ୍ତବିକ…

ଏଜ୍ ଇଜ୍ ଜଷ୍ଟ ଏ ନମ୍ଵର୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୭-୦୫-୨୦୨୧ କରୋନା ମହାମାରୀ ସାରା ଦେଶ ରେ ନିଜର କାୟା ବିସ୍ତାର କରି ଆତଙ୍କର ମାହୋଲ ଆଣିଥିବା ବେଳେ, ଆସିଛି ଗୋଟିଏ ଆଶ୍ୱସ୍ତିକର ଖବର। କମ୍ ବୟସ ର ଯୁବକ ଓ ଯୁବତୀ ମାନେ ଏ ଲଢେଇ ରେ ହାରିଯାଇ ପ୍ରାଣ ହରାଇଥିବାବେଳେ, ଜଣେ ୯୦ ବର୍ଷୀୟ ବୃଦ୍ଧା ଏହି…

ଭୂତ ଖାଉଛି ଭତ୍ତା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୭-୦୫-୨୦୨୧ ଆପଣ ମାନେ ଜାଣିଥିବେ, ଯାଜପୁର ଜିଲ୍ଲାରେ ବିଧବା ମାନଙ୍କୁ ଦିଆଯାଇଥିବା ଭତ୍ତା ସାଧବମାନେ ନଉଥିବା ଖବର ସାରା ରାଜ୍ୟରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ପୁଣିଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କରୋନା ସମୟରେ ମରିଯାଇଥିବା…

ରାଜ୍ୟରେ କରୋନା ପୁଣି ଲମ୍ବାଡିଆଁ । ଗତ ୨୪ ଘଣ୍ଟାରେ ୧୦୭୫୭ ଚିହ୍ନଟ ।

ରାଜ୍ୟରେ ହୁ ହୁ ହୋଇବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୧୦୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ ୯୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ରୁ ୯୦୯ ଓ…

ବିନା ଭକ୍ତରେ ଖୋଲିଲା କେଦାରନାଥ ଧାମ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାର । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ । କରୋନା ସଙ୍କଟ ପରେ ବାବାଙ୍କ ମନ୍ଦିର ବିନା ଭକ୍ତରେ ଖୋଲିବା ଦ୍ୱିତୀୟ…

କରୋନା ଆକ୍ରାନ୍ତ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେଲା ୮ ଜଣିଆ କମିଟି

ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ,କମିଟି ତର୍ଜମା କରାଯିବାପାଇଁ । ଏହି କମିଟି ର ମୂଳ ଉଦ୍ଦେଶ୍ଯ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୬-୦୫-୨୦୨୧ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ୮ ଜଣିଆ କମିଟି । ଶିଶୁଙ୍କ…

କରୋନା ରୋଗୀଙ୍କ ପାଇଁ ଐତିହାସିକ ନିଷ୍ପତ୍ତି!

ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୬-୦୫-୨୦୨୧ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ…

ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବନ୍ଦ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବନ୍ଦ ରଖାଯାଇଛି । ଆଜି ଶ୍ରୀମନ୍ଦୀର ପରିଚାଳନା କମିଟିର ବୈଠକରେ ଏ ନେଇ ନିଷ୍ପତି ହୋଇଛି । ଏହା…

ବଢିବ କି ଲକ୍‌ଡାଉନ୍ ?

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆଜି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଚିନ୍ତାପ୍ରକଟ କରିଥିବା ବେଳେ ଏପଟେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଶନିବାର ଅପରାହ୍ନରେ କହିଛନ୍ତି ଯେ ଆସନ୍ତା ମାସେ…