News portal website
before header
Browsing Category

ଓଡିଶା

ସାଇକ୍ଲୋନ ୟସ ଅପଡେଟ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍‌ । ଆଜି ଭେରି ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା । ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଓ ଦୀଘାଠୁ ୪୫୦ କିଲୋମିଟର ଦୂରରେ…

ୱେବମିଡ଼ିଆ ସାମ୍ବାଦିକଙ୍କ ରାଜ୍ୟପାଳଙ୍କୁ ଦାବିପତ୍ର

ଦିନକୁ ଦିନ ରାଜ୍ୟରେ କାର୍ଯ୍ୟରତ ୱେବ୍‌ ମିଡ଼ିଆ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି ସମ୍ବାଦ ପରିବେଷଣ କରୁଛନ୍ତି କିନ୍ତୁ ଖବରକାଗଜ ଓ ଟିଭି ସାମ୍ବାଦିକମାନଙ୍କ ପରି ସମ୍ମାନ,ସୁରକ୍ଷା ଓ…

ଶାହାଙ୍କ ବାତ୍ୟା ସମୀକ୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୫-୨୦୨୧ ବାତ୍ୟା ୟାସର ପ୍ରଭାବ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ।ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା…

ବାଲେଶ୍ବରରେ ପ୍ରବଳ ପ୍ରଭାବ ଦେଖାଇବ ବାତ୍ୟା ୟାସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୫-୨୦୨୧ ୟାସ ବାତ୍ୟାରେ ପରିଣତ ହୋଇସାରିଛି ଖୁବ୍ ଶୀଘ୍ର ଅତି ଭୀଷଣ ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।…

ଭାରତରେ ପ୍ରଥମ ଲହର ଠାରୁ ଦ୍ବିତୀୟ ଲହର ଭୟଙ୍କର।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୫-୨୦୨୧ ଭାରତରେ କରୋନା ଭାଇରସ୍‌ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ ମଧ୍ୟ ମୃତ୍ୟୁ…

ଲ୍ଯାଣ୍ଡଫଲର ଚବିଶ ଘଣ୍ଟା ପୂର୍ବରୁ ଭୀଷଣ ବେଗରେ ପବନ ବହିବ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୫-୨୦୨୧ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘଣ୍ଟାକୁ ୪ କିମି ବେଗରେ ପ୍ରଥମେ ଅବପାତର ରୂପ ଓ ପରେ ଗଭୀର ଅବପାତ ରୂପେ ଗତି କରୁଛି । ଆଉ କିଛି ସମୟ ମଧ୍ୟରେ ଅବପାତ ବାତ୍ୟା ୟାସରେ ପରିଣତ ହେବ ।ଏହି ଗଭୀର ଅବପାତ ଧୀରେଧୀରେ…

ରାଜ୍ୟରେ କରୋନା ଆକ୍ରାନ୍ତ ଆଜିବି ୧୧ ହଜାର ପାର

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୮୬୬…

ସାଇକ୍ଳୋନ ୟସ ପାଇଁ ସାରା ରାଜ୍ଯରେ ସୁରକ୍ଷା ବଢିଲା….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୫-୨୦୨୧ ବାତ୍ୟା ୟସ ନେଇ ଏବେ ସବୁଠି ଆଗୁଆ ପ୍ରସ୍ତୁତି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜି ଲଘୁଚାପ କ୍ଷେତ୍ରଟି ଅବପାତ ରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ। ଏଥିପାଇଁ ସମ୍ପୂର୍ଣ୍ଣ…

ଅଗ୍ନିକାଣ୍ଡରେ ଆଠ ଦୋକାନ ଛାରଖାର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୩-୦୫-୨୦୨୧ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୮ ଦୋକାନ । ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ପୋଖରୀକୁଟ ଅଞ୍ଚଳ ମଧୂସୁଦନ ପାର୍କ ନିକଟରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ ।ବର୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର…

ଆଜିରାଜ୍ୟରେ ୧୨ ହଜାର ପାର ସଂକ୍ରମଣ

କମିବାରେ ନା ନେଉନାହିଁ କରୋନା। ଆଜି ପୁଣି ରାଜ୍ୟରୁ ୧୨୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୫୬୫୭ ରହିଛି।ସୂଚନା ଅନୁସାରେ, ୨୪ ଘଂଟାରେ ୨୮ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ରାଜ୍ୟରେ…