News portal website
before header
[URIS id=5393]

ସାଇକ୍ଳୋନ ୟସ ପାଇଁ ସାରା ରାଜ୍ଯରେ ସୁରକ୍ଷା ବଢିଲା….

0 179

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୩-୦୫-୨୦୨୧

ବାତ୍ୟା ୟସ ନେଇ ଏବେ ସବୁଠି ଆଗୁଆ ପ୍ରସ୍ତୁତି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜି ଲଘୁଚାପ କ୍ଷେତ୍ରଟି ଅବପାତ ରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ। ଏଥିପାଇଁ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ପ୍ରସ୍ତୁତି ଜୋରଦାର କରାଯାଇଛି।ଭଦ୍ରକ ଧାମରା ସାମୁଦ୍ରିକ ପୋଲିସ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ କରାଯାଉଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏଥିରେ ଜେ.ଟି ନିର୍ଦ୍ଦେଶକ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି।ହ୍ୱିଲର୍ ଦ୍ୱୀପରେ ଘୂର୍ଣ୍ଣିବଳୟ ନିଷେଧାଦେଶ ଜାରି କରାଯାଇଛି। ଏହି ସମୟରେ ଯେପରି କୌଣସି ମତ୍ସ୍ୟଜୀବୀ ରହିନଯାନ୍ତି ସେଥିପାଇଁ ସମୁଦ୍ରରେ ପାଟ୍ରୋଲିଂ ଜୋରଦାର କରାଯାଇଥିବା ଦେଖବାକୁ ମିଳୁଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.