News portal website
before header
[URIS id=5393]

ଆଜିରାଜ୍ୟରେ ୧୨ ହଜାର ପାର ସଂକ୍ରମଣ

0 148

କମିବାରେ ନା ନେଉନାହିଁ କରୋନା। ଆଜି ପୁଣି ରାଜ୍ୟରୁ ୧୨୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୫୬୫୭ ରହିଛି।ସୂଚନା ଅନୁସାରେ, ୨୪ ଘଂଟାରେ ୨୮ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି।

Notice


ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ- ୧୦୭୩, ସୁନ୍ଦରଗଡ଼ରୁ- ୮୪୮, ଅନୁଗୁଳରୁ- ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ- ୬୬୮, ମୟୂରଭଞ୍ଜରୁ- ୫୮୬, ବାଲେଶ୍ୱରରୁ- ୫୦୮, ଢେଙ୍କାନାଳରୁ- ୪୮୨, ବରଗଡ଼ରୁ- ୪୬୧, ପୁରୀରୁ- ୪୭୨ ଝାରସୁଗୁଡ଼ାରୁ- ୩୯୯, ସମ୍ବଲପୁରରୁ- ୩୫୫, ନବରଙ୍ଗପୁରରୁ- ୩୪୪, ବୌଦ୍ଧରୁ- ୩୪୭, ଗଞ୍ଜାମରୁ- ୩୪୦, ଯାଜପୁରରୁ- ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ- ୩୩୧, ଜଗତସିଂହପୁରରୁ- ୩୦୦, କେନ୍ଦ୍ରାପଡ଼ାରୁ- ୨୮୫, ବଲାଙ୍ଗିରରୁ- ୨୭୪, କୋରାପୁଟରୁ- ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ- ୧୯୮, କେନ୍ଦୁଝରରୁ- ୧୮୦, ଭଦ୍ରକରୁ- ୧୫୧, ମାଲକାନଗିରିରୁ- ୧୧୪, କନ୍ଧମାଳରୁ- ୧୦୪ ଗଜପତିରୁ- ୭୭, ନୂଆପଡ଼ାରୁ- ୭୦, ସୁବର୍ଣ୍ଣପୁରରୁ- ୫୫ ଷ୍ଟେଟ ପୋଲରୁ ୩୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି


ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୯୨୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୮୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୭୯୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.