News portal website
before header
Browsing Category

ଓଡିଶା

ସରକାର ଆମକୁ ଜାହିରା ଦିଅ!ଆଜି ୧୨ଘଣ୍ଟା ଉଦଳା ବନ୍ଦ ।

ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ ତା-୩୧-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଦିବାସୀମାନଙ୍କର ପୂଜା ପୀଠକୁ ନେଇ ସରକାରୀ ସାହାଯ୍ୟ ଠାରୁ ଆରମ୍ଭ କରି ବନବିଭାଗ ତରଫରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଜାହିରା ପାଇଁ ଆସୁଛି।ଏହି କିଛି ମାସ ପୂର୍ବରୁ ଉଦଳା ବ୍ଲକ ଖଲାଡି ପଞ୍ଚାୟତ…

ପିଜି ପିଲାଙ୍କୁ ସାର୍ଟିଫିକେଟ ଦେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱେରତା -୩୦/୦୮/୨୦୨୧ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ…

କେନ୍ଦ୍ରୀୟ ବିଦ୍ୟାଳୟ ହେବ ନିଶ୍ଚିତ,କଲେଜ ଅଧ୍ୟାପକଙ୍କର ଟିମରେ ମିଶିବାର ରହସ୍ୟ କଣ ?

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୨୯-୦୮-୨୦୨୧ ଉଦଳା-ଜଗବନ୍ଧୁ ପ୍ରଧାନ କପ୍ତିପଦା ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ବାଟ ନିଶ୍ଚିତ ହୋଇଯାଇଛି।ଯଦିଓ ଏହି ବିଦ୍ୟାଳୟ ଖୋଲିବା ପାଇଁ କିଛି ଅସୁବିଧା ଥିଲା ତାହା ଦୂର ହୋଇଯାଇଛି।ବିଶେଷ କରି କେନ୍ଦ୍ର ସରକାରଙ୍କର ନୂଆ…

ଚାରିଘଣ୍ଟା ଜଗା ଦର୍ଶନ ବନ୍ଦ

ଅଷ୍ଟିନ ନ୍ଯୁଜ/ ପୁରୀତା -୨୫ /୦୮ /୨୦୨୧ କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରାୟ ଚାରି ମାସ ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ହେଲେ ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ…

ଦିନକରେ ୧୩୧ ଜଣ ଶିଶୁ କରୋନା ପଜେଟିଭ

ଅଷ୍ଟିନ ନ୍ଯୁଜ/ ଭୁବନେଶ୍ବର:ତା -୨୫/୦୮/୨୦୨୧ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍…

ଧଳ ସାମନ୍ତ ସହଯୋଗୀ ଦିଲୁକୁ ଗିରଫ କଲା କମିସନରେଟ ପୋଲିସ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତାରିଖ-୨୩-୦୮-୨୦୨୧ କମିସନରେଟ ପୋଲିସ ପଞ୍ଝାରେ ଫେରାର ଅପରାଧୀ ଦିଲୁ। ଦିଲୁ ଧଳସାମନ୍ତ ଭ୍ରାତାଙ୍କ ଡାହାଣ ହୋଇ କାମ କରୁଥିଲା।୨୦୧୬ରେ ଓମ ଓ ଦୀପୁର ହତ୍ଯା ଘଟାଇ ପ୍ରଦୀପ ସାହୁ ଓରଫ ଦିଲୁ ଫେରାର ଥିଲା। ରାୟଗଡ଼ାରୁ ଗିରଫ କଲା କମିସନରେଟ ପୋଲିସର…

EOW ହାତରେ ଚାରିଶବିଶ ବିଜୟାନନ୍ଦ ଚିଠା

ଅଷ୍ଟିନ୍ ନ୍ଯୁଜ /ଭୁବନେଶ୍ୱେର ତା -୨୩/୦୮/୨୦୨୧ ଓଟିଡିସିର ଜାଲ୍ ଵାର୍କ ଅର୍ଡର୍‌ ଦେଇ ଜଣେ ସ୍ପେସାଲ୍ କ୍ଲାସ୍ ଠିକାଦାରଙ୍କଠାରୁ ୩ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଧୂର୍ତ୍ତ ବାବା ସ୍ବାମୀ ବିଜୟାନନ୍ଦ ମହାରାଜ ଓରଫ୍ ବିଜୟାନନ୍ଦ ଚୌଧୁରୀର କଳା କାରନାମାର ଚିଠା ଇଓଡବ୍ଲୁ…