Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
Browsing Category
ଓଡିଶା
ରାତି ୯ଟାରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ବାତ୍ୟା ଗୁଲାବ୍ ପ୍ରଭାବରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି ଜିଲ୍ଲା । ସମ୍ଭବତଃ ରାତି ୯ଟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ରବିବାର ମଧ୍ୟାହ୍ଣ ପରେ ଓଡ଼ିଶାରେ!-->!-->!-->!-->!-->!-->!-->…
ବ୍ରିଜରୁ ମହାନଦୀକୁ ଡେଇଁ ବିଜେବି କଲେଜ୍ ଅଧ୍ୟାପକ ପ୍ରଫେସର ଦେବାଶିଷ ଦାସ ନିଖୋଜ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଆଜି ସକାଳୁ ସକାଳୁ ଘଟିଛି ଏକ ଅଘଟଣ। ସବୁ ଠିକ୍ ଠାକ ଲାଗୁଥିଲା, ରାସ୍ତାରେ ଗାଡି ମୋଟର ମଧ୍ଯ ଯାଅ ଆସ କରୁଥିଲା, ହେଲେ କେହି କିଛି ବୁଝିବା ଆଗରେ ହଠାତ୍ ଏକ ଜଗତପୁର ବ୍ରିଜ ତଳେ କିଛି ଗୋଟାଏ ଶଦ୍ଦ ହେଲା। ଲୋକ ରୁଣ୍ଡ ହୋଇ!-->!-->!-->!-->!-->!-->!-->…
ଓଡ଼ିଶାରେ ଜାତୀୟ ଚେସ ଏକାଡେମୀ ପାଇଁ ନିଷ୍ପତ୍ତି;ଟିମରେ ଫିଡେ ଆର୍ବିଟର ରଞ୍ଜନ ମହାନ୍ତି ସାମିଲ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୫-୨୦୨୧
ଓଡିଶା କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଯାଉଛି, ବିଶେଷ କରି ଦିମାଗର ଗେମ "ଚେସ" ଓପରେ ରାଜ୍ଯ ସରକାର ପ୍ରାଧାନ୍ଯ ଦେବାକୁ ଯାଉଛନ୍ତି । ଗ୍ରାଣ୍ଡମାଷ୍ଟର ପ୍ରବୀଣ ଥିପେସୀଙ୍କ ଅଧ୍ଯକ୍ଷତାରେ ଏକ ସାତ ଜଣିଆ ଯୋଜନା ଓ!-->!-->!-->!-->!-->…
ଜନ୍ମମାଟିରେ ପହଞ୍ଚିଲା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମର ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ସୀତାରାମଙ୍କୁ ଝୁରୁଛି ଜନ୍ମମାଟି। ଉଦ୍ଧାର କାର୍ଯ୍ୟରେ ସେ ଧୁରନ୍ଧର ଥିଲେ। ଅନେକ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରୁଥିବା ଲୋକଟି ଏମିତି ଏକ ଅପରେସନ୍ ବେଳେ ଜୀବନ ଚାଲିଯିବାକୁ କେହି ବି କଳ୍ପନା କରିପାରୁ ନାହାନ୍ତି। ଆଜି!-->!-->!-->!-->!-->!-->!-->…
ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ : ୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଭୀଷଣ ରୂପ ନେଇଛି ବାତ୍ୟା ‘ଗୁଲାବ’ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ହେଉଛି । ସମୁଦ୍ର ଭିତରେ ବାତ୍ୟା ଏବେ ଘଂଟା ପ୍ରତି ୭କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରୁଛି!-->!-->!-->!-->!-->…
ବାତ୍ୟା ପାଇଁ ୨୬ଟି ଟ୍ରେନ୍ ବାତିଲ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଯୋଗୁଁ ୨୬ଟି ଟ୍ରେନ୍ ବାତିଲ କରାଯାଇଛି । ଏ ନେଇ ଭାରତୀୟ ରେଳବାଇ ତରଫରୁ ସୂଚନା!-->!-->!-->!-->!-->…
ମାଡି ଆସୁଛି ବାତ୍ୟା ‘ଗୁଲ୍-ଆବ୍’ : ମୁକାବିଲା ପାଇଁ ୪୨ଟି ଓଡ୍ରାଫ୍, ୨୪ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ବାତ୍ୟା ‘ଗୁଲ୍-ଆବ୍’। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ରବିବାର ଦିନ ଅର୍ଥାତ୍ ଆଜି ରାତି ପ୍ରାୟ ୮ଟାରେ!-->!-->!-->!-->!-->…
ଆସନ୍ତା କାଲି ଭାରତ ବନ୍ଦ : ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପୁଲିସକୁ ସତର୍କ କଲେ ସରକାର
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଆସନ୍ତାକାଲି ଭାରତ ବନ୍ଦ। ‘ଭାରତ ବନ୍ଦ’କୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାରେ ପୁଲିସକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।!-->!-->!-->!-->!-->…
ପିପିଲି ବାସୀଙ୍କୁ ସତ୍ଯ ନାୟକଙ୍କ ଜବରଦସ୍ତ ଜବାବ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୫-୦୯-୨୦୨୧
"ପିପିଲି ଉପ-ନିର୍ବାଚନ ପ୍ରଚାର ବେଳେ ଅନେକ ଲୋକଙ୍କର ଗୋଟିଏ ପ୍ରଶ୍ନ ଥିଲା,
ଭାଇ, କଣ କଂଗ୍ରେସ ପାରିବ ଏଥର?ମୋର ଉତ୍ତର ହେଉଛି, ଏଥର ପିପିଲିବାସୀ ପାରିବା ଦରକାର।"ପିପିଲି ପଲିଟିକ୍ସ
ଆଉ ପାଞ୍ଚ ଦିନ ପରେ ପିପିଲି!-->!-->!-->!-->!-->!-->!-->!-->!-->…
ଉଦଳା ପ୍ରେସ କ୍ଲବର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକସଭା।
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୨୫-୦୯-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ଉଦଳା ପ୍ରେସ କ୍ଲବ ପରିସରରେ ସଭାପତି ଅରୁଣ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଓଡ଼ିଶାର ଜଣାଶୁଣା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି।ଦୁଇ ମିନିଟ ପାଇଁ!-->!-->!-->!-->!-->!-->!-->…
