Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
Browsing Category
ଓଡିଶା
ଭୁବନେଶ୍ୱର କ୍ଲବ ନିର୍ବାଚନରେ ବାଜି ମାରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଭୁବନେଶ୍ୱର କ୍ଲବର ନିର୍ବାଚନ ଶେଷ ହୋଇଛି । ଏହି ହାଇଭୋଲଟେଜ୍ ମ୍ଯାଚରେ ବାଜି ମାରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଅନ୍ୟତମ ପୂର୍ବତନ!-->!-->!-->!-->!-->!-->!-->…
ଲାଞ୍ଚୁଆ ସାବଧାନ : ଅଭିଯୋଗକରୀଙ୍କ ପାଇଁ ଭିଜିଲାନ୍ସ ମୁଖ୍ଯାଳୟ ଜାରି କଲା ସ୍ବତନ୍ତ୍ର ନମ୍ବର
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଏଣିକି ସରକାରୀ କାମରେ ଲାଞ୍ଚ ମାଗୁଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଆସିଗଲା ଖରାପ ସମୟ । ଯଦି କୌଣସି ସରକାରୀ କର୍ମଚାରୀ ଲାଞ୍ଚ ମାଗନ୍ତି ତେବେ ସିଧାସଳଖ ଭିଜିଲାନ୍ସ ମୁଖ୍ଯାଳୟକୁ ଜଣାଇବାକୁ ଅନୁରୋଧ କରାଯାଇଛି। ଏ ନେଇ!-->!-->!-->!-->!-->!-->!-->…
ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ଖୁଲାସା : ମୋବାଇଲ୍ ହ୍ୟାକ୍ କରି ଗୁପ୍ତ ତଥ୍ୟ ହାସଲ କରୁଥିଲା ରହସ୍ୟମୟୀ ମହିଳା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଡିଆର୍ଡିଓରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ରହସ୍ୟମୟୀ ମହିଳା କିପରି ଡିଆରଡିଓ ତଥ୍ୟ ହାସଲ କରୁଥିଲା ସେ ନେଇ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା!-->!-->!-->!-->!-->!-->!-->…
ବାତ୍ୟା ‘ଗୁଲାବ’ ପ୍ରଭାବରେ ଓଡ଼ିଶାରେ ସେତେଟା କ୍ଷୟକ୍ଷତି ହୋଇ ନାହିଁ : ଏସ୍ଆରସି
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଓଡ଼ିଶାରେ ବାତ୍ୟା ‘ଗୁଲାବ’ ସେଭଳି କୌଣସି ବଡ ପ୍ରଭାବ ପଡ଼ି ନାହିଁ। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା । ସେ କହିଛନ୍ତି ଯେ, ବାତ୍ୟା ‘ଗୁଲାବ’!-->!-->!-->!-->!-->!-->!-->…
ରଘୁନାଥପୁର ନିକଟରୁ ମିଳିଲା ନିଖୋଜ ବିଜେବି କଲେଜ କର୍ମଚାରୀ ଦେବାଶିଷ ଦାସଙ୍କ ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଭୁବନେଶ୍ବର ବିଜେବି କଲେଜ ଲାବୋରେଟୋରି ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଥିବା ଡକ୍ଟର ଦେବାଶିଷ ଦାସ ରବିବାର ଦିନ ଜଗତପୁରଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କର ମୃତଦେହ ମିଳିଛି । ରଘୁନାଥପୁର!-->!-->!-->!-->!-->!-->!-->…
ଏସସିବିରୁ ଡିସଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
କଟକ ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ ଓଡିଶା ଟିଭିର କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ସେପ୍ଟେମ୍ବର ୨୪ ତାରିଖ ଦିନ ଅପରେଶନ ଗଜରାଜର କଭରେଜ ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା। ଯେଉଁଥିରେ ହାତୀକୁ ଉଦ୍ଧାର କରିବାକୁ ଯାଇ!-->!-->!-->!-->!-->!-->!-->…
କୋଟିଆର ଗର୍ଭବତୀ ମହିଳାମାନଙ୍କ ପାଇଁ ଆନ୍ଧ୍ର ସ୍ବାସ୍ଥ୍ଯକର୍ମୀଙ୍କ ସଦଖିଆ ଉତ୍ସବ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପୁଣି ଥରେ ଓଡିଶାର ସୀମାନ୍ତ ଅଞ୍ଚଳ କୋଟିଆ ଗ୍ରାମରେ ଦାଦାଗିରି ଦେଖାଇଛନ୍ତି ଆନ୍ଧ୍ର ସରକାର। ଏଥର ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ କର୍ମୀ (I.C.D.S.)ଙ୍କ ଦ୍ବାରା ଓଡ଼ିଶାର "ଗର୍ଭବତୀ ମହିଳାମାନଙ୍କ ପାଇଁ ସଦଖିଆ (ତେଲୁଗୁରେ!-->!-->!-->!-->!-->!-->!-->…
CITU ର ଭୁବନେଶ୍ୱରରେ ବିକ୍ଷୋଭ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଜି ଭାରତ ବନ୍ଦ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱରର ଆଇଗେଣିଆ ନିକଟ ଜାତୀୟ ରାଜପଥରେ CITU ର ଶହଶହ ସାଥୀ ଓ TUCI ସାଥୀଙ୍କ ଦ୍ୱାରା ବନ୍ଦ ପାଳନ କରାଯାଇଛି।!-->!-->!-->!-->!-->…
ସେପ୍ଟେମ୍ବର ୩୦ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ପ୍ରକିୟା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଜି ହେଉଛି ଭାରତ ବନ୍ଦ । ଭାରତ ବନ୍ଦ ଯୋଗୁଁ ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରଭାବିତ ହୋଇଛି। ଏହି କାରଣ ଯୋଗୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ନାମଲେଖା ପ୍ରକିୟାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୯ ତାରିଖ ଶେଷ!-->!-->!-->!-->!-->!-->!-->…
୨ଟି କାର୍ରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୪ ଗିରଫ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ଭାୟା ଓଡ଼ିଶା ଦେଇ ମଧ୍ୟପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛନ୍ତି!-->!-->!-->!-->!-->!-->!-->…
